Posted inଫୁରସତ

ବିରଳ ମାଛ: ଡାଇନୋସର୍‌ ସହ ରହିଛି ସାମଞ୍ଜସ୍ୟ, ଫଟୋ ଭାଇରାଲ

ନର୍‌ଓ୍ବେର ଅକ୍ସର ନାମକ ଜଣେ ୧୯ ବର୍ଷୀୟ ନୌଯବାନ ଏକ ବିରଳ ମାଛ ଧରିଛନ୍ତି। ଏବେ ଏହି ମାଛର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମାଛଟିକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଅକ୍ସର ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ତାଙ୍କ ନଜର ଏହି ବିରଳ ମାଛ ଉପରେ ପଡ଼ିଥିଲା। ମାଛର ଲମ୍ବା ଲାଞ୍ଜ ସହିତ ବଡ଼ ବଡ଼ ଆଖି ଦେଖିଲେ ଯେ କେହି ଡରିଯିବ। ଅକ୍ସର ମାଛଟିକୁ ଧରି ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଏହା ଡାଇନୋସର୍‌ ପରି ଦେଖାଯାଉଛି। ଆଉ ଜଣେ ୟୁଜର ଲେଖିଛନ୍ତି କେଡ଼େ ଭୟଙ୍କର! ଅକ୍ସର ନିଜେ ମଧ୍ୟ କହିଛନ୍ତି, ଏହି ମାଛର ଡାଇନୋସର୍‌ ସହିତ କିଛି ସାମଞ୍ଜସ୍ୟ ରହିଛି। ସେ କୁହନ୍ତି, ସମୁଦ୍ରରେ ମାଛ ଧରିବା ପାଇଁ ୪ଟି ହୁକ ପକାଇଥିଲେ। ଗୋଟିକରେ ଏହି ବିରଳ ପ୍ରଜାତିର ମାଛଟି ପଡ଼ିଥିଲା। ଏକ ରିପୋର୍ଟ ଅନୁଯାୟୀ,ଏହି ମାଛ କ୍ୟାଟ୍‌ଫିସ୍‌ ସହିତ ମେଳ ଖାଉଛି। ଏହା ଗଭୀର ଜଳରେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।...

ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

ମଣିଷ ଗଢ଼ିବା ସହଜ ନୁହେଁ

ପିଲାଟିଏ ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖି ଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ।...

ଗୋଟିଏ ଫ୍ରେମ୍‌ରେ ପାଞ୍ଚ ପିଢ଼ି

ଆଜିକାଲି ସମୟରେ ଯେତେବେଳେ ଗୋଟିଏ ପରିବାରରେ ନିଜ ଜେଜେବାପା-ବାପାଙ୍କୁ ଦେଖିବା ସ୍ବପ୍ନ ହୋଇଥାଏ, ସେହି ସମୟରେ ୫ ପିଢ଼ି ଏକାଠି ରହିବା ଜାଣିଲେ ଭାଗ୍ୟର କଥା...

ଏମିତି ବଜାର, ଯେଉଁଠି ବିକ୍ରି ହୁଅନ୍ତି କନ୍ୟା; ଉଚ୍ଚ ଦାମ୍‌ ଦେଇ କିଣିନିଅନ୍ତି…

ଦୁନିଆରେ ବିଭିନ୍ନ ପ୍ରକାର ବଜାର ରହିଛି। କେଉଁଠି ସାପ୍ତାହିକ ବଜାର ତ ଆଉ କେଉଁଠି ପାକ୍ଷିକ ବଜାର। ସାଧାରଣତଃ ବଜାର କହିଲେ ପନିପରିବା, ପୋଷାକପତ୍ର, ଘରକରଣା...

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ? କେବେ ଚାହୁଁ ନ...

ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍‌...

Advertisement
Archives

Model This Week