Posted inଜାତୀୟ

ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବହୁ ସେଲିବ୍ରିଟି ଯୋଗ କରୁଥିବାର ନଜର ଆସିଛନ୍ତି। ଜମ୍ମୁ-କଶ୍ମୀରର ଲଦାଖରେ ଆଇଟିବିପି ଯବାନମାନେ ବିଯୁକ୍ତ ୨୦ଡିଗ୍ରୀ ସେଲସିୟସରେ ଯୋଗ କରିଛନ୍ତି। ସେହିପରି ନୌସେନା ଯବାନମାନେ ସମୁଦ୍ର ଭିତରେ ଯୋଗ କରିଛନ୍ତି। ଆଇଏନଏସ ସୁମେଦ୍ଧା ଏବଂ ପନଡୁବ୍ବୀ ଆଇଏନଏସ ସିନ୍ଧୁଧ୍ୱଜରେ ଯବାନମାନେ ଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସୁଛି କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...

ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି

ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ...

କର୍ନାଟକରେ ସରକାର ଗଢିବାକୁ ସଫା ହେଉଛି ଭାଜପାର ରାସ୍ତା

ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ...

ଭାରତରେ କରୋନା ରୋଗୀ ସଂଖ୍ୟା ୩୪

ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ...

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର...

ଅଣବାସମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ନୂଆଦିଲ୍ଲୀ,୩୦।୧୧: ଜୈବିକ ଅଣବାସମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା ନିଷେଧାଦେଶ ଉଠାଇନେବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଉଳ ଉପଲବ୍ଧତା ବଢ଼ାଇବା ପାଇଁ...

୧୧୯ ବର୍ଷ ପରେ ନାଗାଲାଣ୍ଡକୁ ମିଳିଲା ଦ୍ୱିତୀୟ ରେଳ ଷ୍ଟେଶନ…

କୋହିମା, ୧।୯ :  ନାଗାଲାଣ୍ଡର ଶୋଖୁଭିରେ ରାଜ୍ୟର ଦ୍ୱିତୀୟ ରେଳ ଷ୍ଟେଶନ ସ୍ଥାପିତ ହୋଇଛି। ଦୀର୍ଘ ୧୧୯ ବର୍ଷ ପରେ ରାଜ୍ୟକୁ ଦ୍ୱିତୀୟ ଷ୍ଟେଶନ ମିଳିଛି।...

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଏପି

ଚଣ୍ଡିଗଡ,୨୧।୩: ପଞ୍ଜାବରୁ ପାଞ୍ଚଟି ରାଜ୍ୟ ସଭା ଆସନ ପାଇଁ ପାଇଁ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। କ୍ରିକେଟର ହରଭଜନ ସିଂ, ପଞ୍ଜାବରେ...

Advertisement
Archives

Model This Week