ବିମାନ ଯାତ୍ରା ଭଡ଼ା ଉପରେ ନଜର ରଖିବ ଡିଜିଟିଏ

ନୂଆଦିଲ୍ଲୀ,୧୭-୪: ଜେଟ୍‌ ଏୟାରଓ୍ବେଜରେ ସଙ୍କଟ ଦେଖାଦେବା ପରେ ବିମାନ କ୍ଷେତ୍ରରେ ଟିକେଟ ମୂଲ୍ୟ ଆକାଶଛୁଆଁ ହେଲାଣି। ଏହାଦ୍ୱାରା ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ସରକାରଙ୍କ ରାଜସ୍ବ କମିବାରେ ଲାଗିଛି। ଏଣୁ ଦୈନିକ ଭିତ୍ତିରେ ବିମାନ ଭଡା ଉପରେ ନଜର ରଖିବାକୁ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ନିଷ୍ପତ୍ତି ନେଇଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ବିମାନ ଟିକେଟ ମୂଲ୍ୟ ବୃଦ୍ଧି ପାଇବା ନେଇ ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୦ ବିମାନ କମ୍ପାନୀର ମୁଖ୍ୟମାନଙ୍କ ସହ ବୈଠକ ହୋଇଥିଲା। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜରେ ଦେଖାଦେଇଥିବା ସଙ୍କଟ କାରଣରୁ ଏହାର ବିମାନ ଉଡ଼ାଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଫଳରେ ବିଭିନ୍ନ ରୁଟ୍‌ରେ ବିମାନ ଟିକେଟ ମୂଲ୍ୟ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। କମ୍ପାନୀଗୁଡ଼ିକୁ ନିଜ ସ୍ତରରେ ବିମାନ ଟିକେଟ ମୂଲ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଥିବାବେଳେ ଯଥାସମ୍ଭବ ଟିକେଟ ମୂଲ୍ୟ କମ ରଖିବାକୁ କୁହାଯାଇଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ହାର ନେଇ ଆର୍‌ବିଆଇ ଚିନ୍ତିତ

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ବ୍ୟାପିବା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ଅସମ୍ଭାଳ ହୋଇଛି। ଭାରତକୁ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ସ୍ଥିତି ଏବେ ଅଣାୟତ୍ତ...

ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା...

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୭।୧୧: ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ସ୍ଥାନୀୟ ରେଳସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା...

ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି...

ଟାଟା ହିଟାଚି ପକ୍ଷରୁ ମାଇନିଂ ମେଶିନ ପ୍ରଦର୍ଶିତ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ମେଶିନାରି ଉତ୍ପାଦକ କମ୍ପାନୀ ‘ଟାଟା ହିଟାଜି’ ନିକଟରେ ଆଇଏମ୍‌ଏମ୍‌ଇ-୨୦୨୨ ରେ ଅଂଶଗ୍ରହଣ କରି ତା’ର ଶକ୍ତିଶାଳୀ ମାଇନିଂ ମେଶିନଗୁଡ଼ିକୁ ପ୍ରଦର୍ଶିତ କରିଥିଲା।...

ମାରୁତି ସୁଜୁକି ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ର ଅନାବରଣ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦’ର ନିକଟରେ ବଜାର ପ୍ରବେଶ...

୧୦୨୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୮।୨ ଗତ ୩ ସପ୍ତାହ ହେବ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାର ପ୍ରଭାବ ସିଧାସଳଖ ଶେୟାର ବଜାରର କାରବାର...

Advertisement
Archives

Model This Week