ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ବିମାନ ଶିଳ୍ପରେ ଅନ୍ୟ କମ୍ପାନୀରେ ନିଯୁକ୍ତି ମିଳିଯିବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନ୍ତବ୍ୟ ଦେବା ପରେ ସଂଘ ଏଭଳି ପ୍ରତିକ୍ରିୟା ରଖିଥିବା ଜଣା ପଡିଛି। ବିମାନ କମ୍ପାନୀରେ ଗତ ୧୫ରୁ ୨୦ ବର୍ଷ ଧରି କାର୍ଯ୍ୟ କରିଥିବାରୁ ଏହାର ଉତ୍ଥାନ ଏବଂ ଅସୁବିଧା ସହ ସାମିଲ ଥିବା କର୍ମଚାରୀ ମାନେ କହିଛନ୍ତି। ଏଣୁ କେନ୍ଦ୍ରମନ୍ତ୍ରୀ ବେପାରୁଆ ଢଙ୍ଗରେ ଏଭଳି ମନ୍ତବ୍ୟ ଦେବାକୁ ସଂଘ ନାପସନ୍ଦ କରିଛି। ଅପରପକ୍ଷରେ କମ୍ପାନୀକୁ ଘରୋଇକରଣ କରିଦେବା ସମସ୍ୟାର ପ୍ରକୃତ ସମାଧାନ ନୁହେଁ ବୋଲି ଏୟାର ଇଣ୍ଡିଆ କର୍ମଚାରୀ ସଂଘର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍‌ କେତେ? ଜାଣନ୍ତୁ ସବିଶେଷ…

ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM…

ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ଠପ୍‌ ହୋଇଯିବ…

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା):ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌…

SIP ଆରମ୍ଭ କିମ୍ବା ବନ୍ଦ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ୫ କଥା, ସର୍ବଦା ଲାଭରେ ରହିବେ…

ନୂଆଦିଲ୍ଲୀ,୨୨।୧: ଏବେ SIP ନିବେଶକମାନେ ବହୁତ ଚିନ୍ତିତ। କାରଣ ହେଉଛି ଶେୟାର ବଜାରରେ ଚାଲିଥିବା ଉତ୍‌ଥାନ ପତନ। ଏହାଦ୍ୱାରା ଗତ ୧ ବର୍ଷରେ ନିବେଶକମାନଙ୍କୁ ପ୍ରାୟତଃ କୌଣସି…

୫G ସେବା ଆରମ୍ଭ କଲା Vodafone Idea; ଆଣିଲା ନୂଆ ପ୍ଲାନ୍‌, ଏହି ୧୪ ସହରରେ…

ନୂଆଦିଲ୍ଲୀ,୨୨।୧: ଯଦି ଆପଣ Vodafone Idea (Vi)ର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଉଲ ଖବର ଅଛି। ତିନି ବର୍ଷର ଲମ୍ବା ଅପେକ୍ଷା ଶେଷ…

ବୃଦ୍ଧି ହେବ ଅଟଳ ପେନସନ ଯୋଜନାର ପେନସନ? ବଜେଟରେ ହେବ ଘୋଷଣା!

ନୂଆଦିଲ୍ଲୀ,୨୨।୧: ବଜେଟରେ ସରକାର ଅଟଳ ପେନସନ ଯୋଜନା ଅଧୀନରେ ପେନସନ ବୃଦ୍ଧି କରିବେ କି? ଅଟଳ ପେନସନ ଯୋଜନାର ଅନେକ ଗ୍ରାହକଙ୍କ ମନରେ ଏହି ପ୍ରଶ୍ନ ଅଛି…

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ (ରେଲ…

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ ଉଚ୍ଚତାରେ…

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri