Advertisement

ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା-ଅଲ୍ଲୀ ଫାଜଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ କରିସ୍ମା ଏବଂ କରିନା କପୁରଙ୍କ ଭାଇ ଅରମାନ ଜୈନଙ୍କ ବିବାହ ଶେଷ ହୋଇଥିବାବେଳେ ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢା ଏବଂ ଅଲ୍ଲୀ ଫାଜଲ। ଉଭୟ ପରସ୍ପରକୁ ୫ ବର୍ଷ ହେବ ଡେଟିଂ କରିଆସୁଛନ୍ତି। ଚଳିତବର୍ଷ ଜୁନ୍‌ କିମ୍ବା ଜୁଲାଇରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି। ଉଭୟ କିନ୍ତୁ ଏହି ସମ୍ପର୍କକୁ ନେଇ ଚୁପ୍‌ ଅଛନ୍ତି। ନିକଟରେ ‘ଛପାକ୍‌’ ଫିଲ୍ମ ପ୍ରିମିୟରରେ ରିଚା ଏବଂ ଅଲ୍ଲୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି...

ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ...

ଖୁସି ଖବର ଦେଲେ କାଜଲ

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନୂଆ ବର୍ଷରେ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ହେବ କାଜଲଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା...

ଆସନ୍ତା ଜାନୁୟାରୀରେ ରିଲିଜ୍‌ ହେବ ବିକ୍ରମ ଗୋଖଲେଙ୍କ ଶେଷ ଫିଲ୍ମ

ମୁମ୍ବାଇ: ହିନ୍ଦୀ ତଥା ମରାଠୀ ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଦୁନିଆରୁ ବିଦାୟ ନେଇଛନ୍ତି। ହେଲେ ସେ ତାଙ୍କ ଫିଲ୍ମ ମାଧ୍ୟମରେ ସର୍ବଦା ସ୍ମରଣ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ...

ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ...

କଟ୍‌-ଓକେ କହିବେ ଇରା

ଆଉ ଜଣେ ଷ୍ଟାର କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଉଛନ୍ତି। ହେଲେ ସେ ଅଭିନୟ କରିବେ ନାହିଁ। କ୍ୟାମେରା ପଛରେ ରହି ନିଜ ଦାୟିତ୍ୱ...

Advertisement
Archives

Model This Week