ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…

ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ ମନ୍ଦିରରେ ବିବାହ ପାଇଁ ଏକ ସର୍ତ୍ତ ରଖାଯାଇଛି। ଏଠାରେ ବିବାହରେ ଉଭୟ କନ୍ୟା-ବରଙ୍କ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ପରିଚୟ ଜାଣିବା ପାଇଁ ଏଭଳି କରାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଥାନ୍ତି। ବର୍ଷରେ ଏତେ ସଂଖ୍ୟକ ବିବାହ ହେଉଥିବାରୁ ସମସ୍ତଙ୍କର ପରିଚୟ ମନେ ରଖିବା କଷ୍ଟକର। ତେଣୁ ଏଥିପାଇଁ କମ୍ପ୍ୟୁଟରରେ କନ୍ୟା-ବରଙ୍କ ବିଷୟରେ ସମସ୍ତ ତଥ୍ୟକୁ ପଞ୍ଜିକୃତ କରାଯାଉଛି। ଏହା ସହିତ ଜଣେ ବ୍ୟକ୍ତିଙ୍କର ଏକାଧିକ ଥର ବିବାହ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି। ସେହିପରି ଏଠାକାର କେତେକ ଅଞ୍ଚଳରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ। ଏହାକୁ ବନ୍ଦ କରିବା ଲାଗି ମଧ୍ୟ ଏପରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ...

ନିଜ ଡୁପ୍ଲିକେଟ୍‌ଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ଲୁଧିଆନା,୧୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଲୁଧିଆନା ଦେଇ ଯାଉଛି। ଏହି ସମୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ପରି ଅବିକଳ ଦେଖାଯାଉଥିବା...

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା...

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌...

ଦାୟିତ୍ୱ ଗ୍ରହଣ କରିବା ପରେ ଭାଇଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରାୟ ୬ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଲା ନୂଆ ଅଧ୍ୟକ୍ଷ। ପୂର୍ବରୁ ଏହି ଆସନରେ ଏବେକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା...

କଲ୍ୟାଣକାରୀ ଯୋଜନାର ୧ ଟଙ୍କାରୁ ୮୫ ପଇସା ଖାଉଥିବା କଂଗ୍ରେସର କୁକର୍ମ ଯୋଗୁ ଦେଶ ରହିଥିଲା ପଛୁଆ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୬।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକର ବାଦାମିରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି...

ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି।...

ଅହମ୍ମଦାବାଦ୍‌କୁ ବ୍ୟାପିଲା ଜେଏନ୍‌ୟୁ ହିଂସା: ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ

ଅହମ୍ମଦାବାଦ୍‌,୭।୧: ଜେଏନ୍‌ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍‌ରେ ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ...

Advertisement
Archives

Model This Week