ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ ନିଆରା ପ୍ରଥା ରହିଛି। କନ୍ୟା ଘରେ ବର ପହଞ୍ଚିଲେ ଶାଶୁ ତାଙ୍କୁ ମଦ୍ୟପାନ କରାଇ ସ୍ବାଗତ କରିଥାନ୍ତି। ଏହାଦ୍ୱାରା କନ୍ୟାଘର ସଦସ୍ୟଙ୍କ ସହିତ ବରଙ୍କ ସମ୍ପର୍କ ଭଲ ରହିଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଏହି ଜନଜାତିରେ ବିବାହ ପୂର୍ବରୁ କନ୍ୟାକୁ ପବିତ୍ର କରିବା ପାଇଁ ଗରମ ପାଣିରେ ସ୍ନାନ କରାଯାଏ। ଏହାପରେ ବିବାହ ସମ୍ପନ୍ନ ହୋଇଥାଏ। ବିବାହ ଶେଷ ହେବା ପରେ ବରକନ୍ୟା ଗାଁର ଅନ୍ୟ ଲୋକଙ୍କ ସହିତ ମିଶି ମଦ୍ୟପାନ କରିବା ପରମ୍ପରା ରହିଛି। କୌଣସି ଲୋକଙ୍କର ମୃତ୍ୟୁ ଘଟିଲେ ବଇଗା ଜନଜାତିର ଲୋକେ ମଦ୍ୟପାନ କରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୦ ଘଣ୍ଟା ହେବ ବୋର୍‌ଓ୍ବେଲରେ ଫସିଥିବା ଶିଶୁର ଜନ୍ମଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼,୧୦।୬: ପଞ୍ଜାବର ସୁନମଠାରେ ପାଖାପାଖି ୧୫୦ ଫୁଟ ଗଭିର ବୋରଓ୍ବେଲରେ ଫସି ରହିଥିବା ୨ ବର୍ଷର ଶିଶୁର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି।...

ଶୋଇଥିବା କୁକୁରକୁ ଏମିତି ହଇରାଣ କରୁଛି ବିଲେଇ, ପୂରା ଘଟଣା ଜାଣିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୧୦ଲକ୍ଷରୁ ଉର୍ଦ୍ଧ୍ୱ ଆଶାକର୍ମୀ ସମ୍ମାନିତ

ନୂଆଦିଲ୍ଲୀ,୨୩।୫: ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ସହ ସମ୍ପର୍କରେ ରହିଥିବା ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଆଶାକର୍ମୀଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗ୍ଲୋବାଲ ହେଲ୍‌ଥ...

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ...

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ

ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି...

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା...

କୃଷିମନ୍ତ୍ରୀଙ୍କ ଟୁଇଟ୍‌, ଫେରିବନି କୃଷି ଆଇନ…

ନୂଆଦିଲ୍ଲୀ, ୨୬।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦୁଇଦିନ ତଳେ ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ମହାରାଷ୍ଟ୍ରର...

Advertisement
Archives

Model This Week