Posted inଜାତୀୟ

ବିବାହରେ କନ୍ୟାଙ୍କୁ ଏକ ତୋଳା ସୁନା ଉପହାର ଦେବେ ଆସାମ ସରକାର: ଜାନୁଆରୀ ୧ରୁ ଯୋଜନା ହେବ ଲାଗୁ

ଗୁଆହାଟୀ,୩୦।୧୨: ଆସାମରେ ୧ ଜାନୁୟାରୀଠାରୁ ସରକାର ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନ୍ତର୍ଗତ ବିବାହରେ ସରକାର ପ୍ରତି କନ୍ୟାଙ୍କୁ ଏକ ତୋଳା ବା ୧୦ ଗ୍ରାମ୍‌ ସୁନା ଉପହାର ଦେବେ। ଏଥିପାଇଁ କନ୍ୟା ୧୦ମ ପର୍ଯ୍ୟନ୍ତ ଶିକ୍ଷାପ୍ରାପ୍ତ କରିଥିବା ଆବଶ୍ୟକ। ଏହି ବିବାହର ପଞ୍ଜିକରଣ ସ୍ପେଶାଲ୍‌ ମ୍ୟାରେଜ୍‌ ଆକ୍ଟ ୧୯୫୪ ଅନ୍ତର୍ଗତ ମଧ୍ୟ ହୋଇଥିବ। ସରକାରଙ୍କ ଅରୁନ୍ଧନ୍ତୀ ସ୍ବର୍ଣ୍ଣ ଯୋଜନା ଅନ୍ତର୍ଗତ ଏହା ପ୍ରଦାନ କରାଯିବ। ଏଥିପାଇଁ କନ୍ୟା ପରିବାରର ଆୟ ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରିଭ୍ୟୁ ମିଟିଂ: ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ନେଇ ସମୀକ୍ଷା କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଧିକାରୀଙ୍କ ସହ ଦୁଇ ଘଣ୍ଟା...

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା...

ସ୍କୁଲ ଛାତ୍ରଙ୍କ ଲଢ଼େଇ ବେଳେ ଗୁଳି କରି ଦେଲେ

ନୂଆଦିଲ୍ଲୀ,୨୭।୩: ଜାତୀୟ ରାଜଧାନୀର ଏକ ସ୍କୁଲ ବାହାରେ ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କକୁ ନେଇ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗୁଳି ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ...

ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର

ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।...

ପ୍ଲାଷ୍ଟିକ ନେଉଛି ଶହ ଶହ ପ୍ରାଣୀଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧।୯: ପ୍ରତିବର୍ଷ ପ୍ଲାଷ୍ଟିକ ଖାଇବାରୁ ଦେଶରେ ହଜାର ହଜାର ସଂଖ୍ୟାରେ କଥା କହିପାରୁ ନ ଥିବା ପ୍ରାଣୀଙ୍କ ମୃତ୍ୟୁ ହେଉଛି। ପ୍ଲାଷ୍ଟିକ ଆବର୍ଜନା ସ୍ଥଳଚର ପ୍ରାଣୀଙ୍କ...

ଅନୀଲ ଦେଶମୁଖ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୨୭।୫: ଜେଲ୍‌ରେ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଶୁକ୍ରବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଶୁକ୍ରବାର ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା...

ପାୱାରଙ୍କୁ ପ୍ରେରଣା ଦେଲା ନୀତୀଶଙ୍କ ପଦକ୍ଷେପ…

ମୁମ୍ବାଇ, ୧୧।୮ : ବିହାର ରାଜନୀତିରେ ପରିବର୍ତ୍ତନର ପ୍ରଭାବ ମହାରାଷ୍ଟ୍ରରେ ମଧ୍ୟ ଦେଖାଯାଉଛି। ପ୍ରକାଶ ଯେ, ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମହା ବିକାଶ...

ସିଏଏ ପ୍ରତ୍ୟାହାର କର:ରାଷ୍ଟ୍ରପତିଙ୍କୁ ଭେଟିଲେ ୧୨ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୧୮।୧୨(ପି.ଟି.):ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସର ଦମନଲୀଳା ନିଆଁରେ ଘିଅ...

Advertisement
Archives

Model This Week