Posted inଫୁରସତ

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର ଭବାନୀ। ଏଠାରେ ଥିବା ଏକ କୁଣ୍ଡ କଶ୍ମୀର ପ୍ରତି ଥିବା ବିପଦ ସମ୍ପର୍କରେ ସୂଚନା ଦେଇଥାଏ। ପଣ୍ଡିତଙ୍କ ଅନୁସାରେ ବିପଦ ଆସିବା ପୂର୍ବରୁ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥାଏ।

ମନ୍ଦିରର ଦେଖାଶୁଣା କରୁଥିବା ରାଜେନ୍ଦ୍ର ସିଂ କୁହନ୍ତି, କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସମୟରେ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥିଲା। ମୋଦିଙ୍କ ଘୋଷଣା ପୂର୍ବରୁ କୁଣ୍ଡ ପାଣିର ରଙ୍ଗ କଳା ହୋଇଯାଇଥିଲା। କିନ୍ତୁ ଏବେ ସ୍ବାଭାବିକ ହୋଇଛି। ଏହି ମନ୍ଦିରକୁ କଶ୍ମୀର ପଣ୍ଡିତମାନେ ନିର୍ମାଣ କରିଥିଲେ। ଅଶାନ୍ତ ବାତବରଣ ଯୋଗୁ ଏଠାକୁ ଖୁବ୍‌ କମ୍‌ ଲୋକ ଆସିଥାନ୍ତି। ବିଶେଷକରି ସେନାର ଯବାନମାନେ ଏହି ମନ୍ଦିରକୁ ପୂଜା କରିବାକୁ ଆସିଥାନ୍ତି। ସୂଚନା ଯେ, ୨୦୦୮ରେ ଅମରନାଥ ଭୂମି ଆନ୍ଦୋଳନ, ୨୦୧୦ରେ ଅମର ଅବ୍‌ଦୁଲ୍ଲା ସରକାରରେ ହିଂସା, ୨୦୧୪ରେ ବନ୍ୟା, ୨୦୧୬ରେ ହିଜବୁଲ ଆତଙ୍କ ସମୟରେ ମଧ୍ୟ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

ବାଇକ୍‌ ଭିତରେ ଥିଲା ଏମିତି ଜିନିଷ, ପୋଲିସ ଦେଖି ଉଡିଗଲା ହୋସ୍‌

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ବାଇକ୍‌ ଭିତରେ ୨୦ଟି ମଦ ବୋତଲ ପୂରାଇ ନେଉଥିବାବେଳେ ପୋଲିସ ହାତରେ...

ଦଣ୍ଡପର୍ବ

ଚୈତ୍ରମାସ ଆରମ୍ଭରେ ଓଡ଼ିଶାର ପୁରପଲ୍ଲୀରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଥାଏ ଦଣ୍ଡପର୍ବ । ଏହି ପର୍ବରେ ଭଗତାମାନେ ନିଷ୍ଠାର ସହିତ ମଙ୍ଗଳମୟ ଶିବଙ୍କୁ ଆରାଧନା କରିଥାନ୍ତି।...

ସମୁଦ୍ର ଭିତରେ ବିଶାଳ ନଦୀ

ଧରାବକ୍ଷରେ ପ୍ରବହମାନ ଜଳସ୍ରୋତକୁ ନଦୀ ବା ଝରଣା କୁହାଯାଏ। କେବଳ ପୃଥିବୀ ପୃଷ୍ଠରେ ଏଭଳି ଧାରା ପ୍ରବାହିତ ବୋଲି ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ...

ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା...

ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହରୁଖ

ଓ୍ବାଶିଂଟନ୍‌: ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର...

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ...

ଲକ୍‌ଡାଉନ: ମଜା କରିବାର ବେଳ

ନୂଆଦିଲ୍ଲୀ: ଲକ୍‌ଡାଉନରେ ରହିବା ଆଦୌ ବୋରିଂ ନୁହେଁ, ବରଂ ନିଜକୁ ଉପଭୋଗ କରିବାର ପ୍ରକୃଷ୍ଟ ସମୟ। ଏମିତି ଏକ ବାର୍ତ୍ତା ଦେଉଛି ସୋସିଆଲ ମିଡିଆରେ ଭିଡିଓ...

Advertisement
Archives

Model This Week