Posted inଜାତୀୟ

ବିଧାନସଭା ଉପନିର୍ବାଚନ ଫଳାଫଳ: ଭାଜପା ୨, କଂଗ୍ରେସ ୧ ସିଟ୍‌ରେ ଆଗୁଆ

ନୂଆଦିଲ୍ଲୀ,୨୭।୯:ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ ଯାଗାରେ କଂଗ୍ରେସ ଆଗରେ ଅଛି। ଉତ୍ତର ପ୍ରଦେଶର ହମିରପୁର, ଛତିଶଗଡର ଦାନ୍ତଓ୍ବୋଡା, କେରଳର ପାଲା ଏବଂ ତ୍ରିପୁରାର ବାଘରଘାଟ ବିଧାନସଭା ଆସନ ପାଇଁ ଊପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାଘରଘାଟ ସିଟ୍‌ରେ ଭାଜପାର ମିନି ମଜୁମଦାର ଆଗରେ ଚାଲିଥିବାବେଳେ ହମିରପୁରରେ ଭାଜପାର ଯୁବରାଜ ସିଂ ମଧ୍ୟ ୮,୭୮୬ ଭୋଟରେ ଆଗୁଆ ଅଛନ୍ତି। ଦାନ୍ତଓ୍ବୋଡାରେ କଂଗ୍ରେସର ଦେବତୀ କର୍ମା ମଧ୍ୟ ଆଗୁଆ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା...

ଭାରତୀୟ ଯୁଦ୍ଧ ଜାହାଜରେ ଇନ୍ଧନ ଭରିଲା ଆମେରିକା ନୌସେନା ଟ୍ୟାଙ୍କର

ନୂଆଦିଲ୍ଲୀ,୧୫ ।୯: ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସୋମବାର ଏକ ଚୁକ୍ତି ଅଧାରରେ ଉତ୍ତର ଆରବ ସାଗରରେ ଆମେରିକ ନୌସେନାର ଟ୍ୟାଙ୍କର ୟୁଏସ୍‌ଏନ୍‌ଏସ୍ ୟୁକୋନ ଇନ୍ଧନ...

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ...

ସୋମବାରଠାରୁ କଶ୍ମୀରରେ ଖୋଲିବ ସ୍କୁଲ, ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୧୬।୮: କଶ୍ମୀରରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆସନ୍ତା ସୋମବାର ଅର୍ଥାତ୍‌ ୧୯ ତାରିଖରେ ପୁଣି ଥରେ ଖୋଲିବ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ପ୍ରଶାସନ...

ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ

ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ...

କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯିବାକୁ ପ୍ରସ୍ତୁତ ହେଉଛନ୍ତି ଦେବେଗୌଡା

ବେଙ୍ଗାଲୁରୁ,୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏଓ୍‌)ର ସୁପ୍ରିମୋ ଏଚ୍‌ଡି ଦେବେଗୌଡା ରାଜ୍ୟ ସଭା ଯିବେ। ଦଳର ବିଧାୟକ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ...

Advertisement
Archives

Model This Week