ବିଦେଶୀ ନିବେଶକ ପ୍ରତ୍ୟାହାର କରିଛନ୍ତି ୩୮,୯୩୦ କୋଟି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ଆର୍ଥତ୍କ ସ୍ଥିତି ଭଲ ନଥିବାରୁ ଏହାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶକଙ୍କ ଉପରେ ପଡିଛି। ଏଥି ଲାଗି ନିବେଶକଙ୍କ ମନୋଭାବ ପ୍ରଭାବିତ ହୋଇଛି। ଫଳରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ମାନେ ବଜାରରୁ ୩୮,୯୩୦ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ବଜାର ନିୟନ୍ତ୍ରକ ସେବି ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ଲାଗି ପୁଞ୍ଜି ଉଠାଣ, ଏଫ୍‌ପିଆଙ୍କ ଲାଗି ରହିଥିବା ନିୟମ, ଡାଟା ପ୍ରାଇଭେସି ଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇଥିବା ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ମୋଟର୍ସର ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ

ଭୁବନେଶ୍ୱର,୭-୬: ଟାଟା ମୋଟର୍ସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସବୁଜ ଏବଂ ସ୍ବଚ୍ଛ ପରିବେଶ...

ୟେସ୍‌ ବ୍ୟାଙ୍କ ଉପରେ ଲାଗିଲା ଆର୍‌ବିଆଇ କଟକଣା

ନୂଆଦିଲ୍ଲୀ,୬-୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡି ଥିବା ଯୋଗୁ କେନ୍ଦ୍ରୀୟ...

ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ସିଇଓଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୪: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ସଭାପତି ତଥା ସିଇଓ ରୁଦ୍ରତେଜ ସିଂଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ...

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ...

ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ,୨-୬: ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଅର୍ଥାତ ସେ ବିନାନୁମତିରେ ଆଉ ବିଦେଶ ଯାଇପାରିବେ ନାହିଁ।...

ପରଲୋକରେ ଟିସିଏସ୍‌ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲି

ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର  ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ...

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ...

ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର...

Advertisement
Archives

Model This Week