ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷ ଲାଗି ବିୀିୟ ନିଅଣ୍ଟ ଲକ୍ଷ୍ୟକୁ ହ୍ରାସ କରାଯାଇଯାଇ ୩.୩ କରାଯାଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୩.୪% ରହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ଅନ୍ତରୀଣ ବଜେଟରେ ବିତ୍ତୀୟ ନିଅଣ୍ଟ ୩.୪% ରହିବ ବୋଲି ଆକଳନ କରାଯାଇଥିଲା।

ବର୍ତ୍ତମାନ ଅବସର ନେଉଥିଲେ ପେନ୍ସନରେ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀ ସମୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି। ବର୍ତ୍ତମାନ ସମୟରେ ଯେଉଁମାନେ ସରକାରୀ କର୍ମଚାରୀ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ ପେନ୍ସନ...

ଗୁଗଲ ପେ ପେମେଣ୍ଟ ସିଷ୍ଟମ ଅପରେଟର ନୁହେଁ
ନୂଆଦିଲ୍ଲୀ,୨୦।୬:ଗୁଗଲ ପେ ତୃତୀୟ ପକ୍ଷ ଆପ୍ ପ୍ରୋଭାଇଡର କିମ୍ବା କୌଣସି ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି...

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…
ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍ ସିଲଣ୍ଡର...

ପିଏମ୍ କେୟାର୍ସ ପାଣ୍ଠି ଦାନରେ ଟିକସ ରିହାତି
ନୂଆଦିଲ୍ଲୀ, ୨।୪:କୋଭିଡ-୧୯ ଯୋଗୁ ଏବେ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍ ହୋଇଥିବା ବେଳେ ପିଏମ୍ କେୟାର୍ସ...

ପଟିଆ ମେନ୍ରୋଡଠାରେ ରେମଣ୍ଡର ନୂଆ ଶୋ’ରୁମ ଶୁଭାରମ୍ଭ
ଭୁବନେଶ୍ୱର,୨୫-୬(ବ୍ୟୁରୋ): କଳାମନ୍ଦିର ଗ୍ରୁପ ପକ୍ଷରୁ ପଟିଆ ମେନ୍ରୋଡଠାରେ ପ୍ରତିଷ୍ଠିତ ବ୍ରାଣ୍ଡ ରେମଣ୍ଡର ନୂଆ ପୋଷାକ ଷ୍ଟୋର ଶୁଭାରମ୍ଭ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହି...

୨୦୨୦ରେ ସବୁ ସମାସ୍ୟାର ସମାଧାନ:ସାହାରା ମୁଖ୍ୟ
ନୂଆଦିଲ୍ଲୀ,୧୩-୨: ୨୦୨୦ରେ ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆଶାବାଦୀ ରହିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

କ୍ୟାବିନେଟ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍
ନୂଆଦିଲ୍ଲୀ,୧୯ -୯: କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଏଠାରେ ବସିଥିବା...

ଏମ୍ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ
ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ...