ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୪୦ ହଜାରରୁ ଉର୍ଦ୍ଧ୍ୱ ଆବେଦନ

ନୂଆଦିଲ୍ଲୀ,୯-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଆବେଦନ କରିଛନ୍ତି। ସେହିଭଳି ୪ ଦିନରେ ଏମଟିଏନ୍‌ଏଲ୍‌ର ୩ ହଜାର କର୍ମଚାରୀ ଏହାର ସୁବିଧା ନେବାକୁ ଆବେଦନ କରିଥିବା ଜଣାପଡିଛି। ଏହି ଯୋଜନା ପ୍ରାୟ ୮୩ ହଜାର କର୍ମଚାରୀ ଚୟନ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ କହିଛନ୍ତି। ସରକାରଙ୍କ ପକ୍ଷରୁ ଏ ନେଇ ଏକ ସୁଚିନ୍ତିତ ଯୋଜନା କରାଯାଇଥିବା ବେଳେ ଏହାକୁ କର୍ମଚାରୀଙ୍କଠାରୁ ବିପୁଳ ରେସ୍‌ପନ୍ସ ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାସେଞ୍ଜର ଗାଡ଼ି ବିକ୍ରି: ମାରୁତି-ଟାଟାକୁ କ୍ଷତି, ହ୍ୟୁଣ୍ଡାଇ-ମହିନ୍ଦ୍ରା ଲାଭବାନ

ନୂଆଦିଲ୍ଲୀ,୧୬।୯: ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଓ ଟାଟା ମୋଟର୍ସର ପାସେଞ୍ଜର ଗାଡ଼ି ବିକ୍ରି ହ୍ରାସ ପାଇଛି। ଅନ୍ୟପକ୍ଷରେ ମହିନ୍ଦ୍ରା...

ଅକ୍ଟୋବର ବେକାରି ହାର ୬.୯୮%କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବେକାରି ହାର ଅକ୍ଟୋବର ମାସରେ ୬.୯୮%କୁ ବୃଦ୍ଧି ଘଟିଛି। ଏହା ସେପ୍ଟେମ୍ବରରେ ୬.୬୭% ରହିଥିଲା ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ)...

ଆର୍‌ବିଆଇ ରିପୋର୍ଟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୩୦ା୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ନେଇ ବର୍ତ୍ତମାନ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ବିଶେଷ କରି ୨୦୨୧-୨୨ ଆର୍ଥିକ...

ପାଖରେ ଟଙ୍କା ନ ଥିଲେ ବି କିଣି ହେବ ସୁନା

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ।...

ଏସ୍‌ବିଆଇ କାର୍ଡ-ଆଇଆର୍‌ସିଟିସିର ନୂଆ କ୍ରେଡିଟ କାର୍ଡ

ଭୁବନେଶ୍ୱର,୨୮।୭: ଏସ୍‌ବିଆଇ କାର୍ଡ ଓ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ୍‌ (ଆଇଆର୍‌ସିଟିସି) ପକ୍ଷରୁ ଆଇଆର୍‌ସିଟିସି-ଏସ୍‌ବିଆଇ କୋ ବ୍ରାଣ୍ଡେଡ ସ୍ପର୍ଶବିହୀନ କ୍ରେଡିଟ କାର୍ଡ...

ଭର୍ଚୁଆଲ ମିଟ୍‌ରେ ଦେଖାଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଆତ୍ମଗୋପନ ରହିବା ପରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା ପୁଣି ଥରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି।...

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର...

୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି...

Advertisement
Archives

Model This Week