‘ବାଲା’ ପରେ ଫିଲ୍ମରୁ ଲମ୍ବା ବ୍ରେକ୍‌ ନେବେ ଆୟୁଷ୍ମାନ

ମୁମ୍ବାଇ: ଲଗାତାର ଭାବେ ଦର୍ଶକଙ୍କୁ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି। ଆପଣ ଭାବୁଥିବେ କାହିଁକି। ଗୋଟିଏ ପରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବାରୁ ସେ ନିଜକୁ ତଥା ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଏଥିପାଇଁ ଏବେ ଆୟୁଷ୍ମାନ ଶୁଟିଂରୁ କିଛି ଦିନ ବ୍ରେକ୍‌(ବିରତି) ନେଇ ଲମ୍ବା ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍ତ୍ରୀ ତାହିରା ଏବେ ଏବେ କ୍ୟାନ୍‌ସର ସହ ଲଢ଼ି ଜିତିଛନ୍ତି। ହେଲେ ଫିଲ୍ମର ଶୁଟିଂରେ ବ୍ୟସ୍ତ ରହୁଥିବା କାରଣରୁ ଆୟୁଷ୍ମାନ ତାଙ୍କୁ ସମୟ ଦେଇ ପାରୁନାହାନ୍ତି। ଏଣୁ ସେ ନଭେମ୍ବର ୧୫ରୁ ଛୁଟିରେ ରହିବେ। ଏହି ସମୟ ସେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ସହ ନିଜକୁ ସମୟ ଦେବେ।

ନଭେମ୍ବର ୨୨ରେ ଆୟୁଷ୍ମାନ ଅଭିନୀତ ‘ବାଲା’ ପରଦାକୁ ଆସିବ। ଖୁବ୍‌ଶୀଘ୍ର ସେ ଏହାର ପ୍ରମୋଶନ ଶେଷ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ

ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କିଙ୍କ ଭିଡିଓ...

‘ଆଦିପୁରୁଷ’ର ଶୁଟିଂ ଶେଷ

  ମୁମ୍ବାଇ: ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ନିର୍ଦ୍ଦେଶକ ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ନିର୍ଦ୍ଦେଶକ ଫିଲ୍ମର ଶୁଟିଂ ଶେଷ ହୋଇଥିବା...

ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ...

ତନୁଶ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡ୍‌ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ଅମିତାଭ ତାଙ୍କ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’...

କାହିଁକି ଆରମ୍ଭରୁ ଚର୍ଚ୍ଚାରେ ରହୁଛି ‘ଆର୍ଟିକଲ ୧୫’

ମୁମ୍ବାଇ: ‘ମୁଲ୍କ’ ପରେ ଲେଖକ ତଥା ନିର୍ଦ୍ଦେଶକ ଅନୁଭବ ସିହ୍ନା ପୁଣି ଥରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’

ସବୁ ଅପେକ୍ଷାର ଅନ୍ତ ଘଟାଇ ଆଜି ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ...

‘ଗଙ୍ଗୁବାଇ କାଠିଆୱାଡି’ ଦେଖିବା ପାଇଁ ପୂରା ଥିଏଟର ବୁକ୍‌ କରିଥିଲେ ଅଭିନେତା

ପାକିସ୍ତାନୀ ଅଭିନେତା ମୁନିବ ବଟ ସ୍ତ୍ରୀ ଆଇମାନ ଖାନଙ୍କ ସହ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ଦେଖିବା ପାଇଁ ଦୁବାଇରେ ପୂରା ଥିଏଟର ବୁକ୍‌ କରିଥିଲେ।...

ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ...

Advertisement
Archives

Model This Week