Posted inଜାତୀୟ

ବାରାଣସୀରେ ବିଦ୍ୟୁତ୍‌ କାଟ୍‌: ହାଣ ମୁହଁରେ ନିର୍ଦ୍ଦେଶକ; ତଳ ପଦବୀରେ ଇଞ୍ଜିନିୟର ଭାବେ ହେଲେ ନିଯୁକ୍ତ

ଲକ୍ଷ୍ନୌ,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଶକ୍ତିି ବିଭାଗର ଜଣେ ନିର୍ଦ୍ଦେଶକ ପ୍ରଶାସନର ହାଣ ମୁହଁରେ ପଡ଼ିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ନିର୍ଦ୍ଦେଶକ ପଦବୀରୁ ହଟାଇ ତଳ ପଦବୀରେ ଇଞ୍ଜିନିୟର ଭାବେ ନିଯୁକ୍ତ କରିଛନ୍ତି। ନିର୍ଦ୍ଦେଶକ ଅଂଶୁଳ ଅଗ୍ରଓ୍ବାଲଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଅଣାଯାଇଛି। ସେ ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ମିଳିବା ପରେ ତାଙ୍କୁ ମୁଖ୍ୟଯନ୍ତ୍ରୀ ପଦବୀରେ ନିଯୁକ୍ତ କରାଯାଇଛି। ଜୁଲାଇ ୭ରେ ଏଠାରେ ୧୮ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଥିବା ବେଳେ ଜୁଲାଇ ୨୧ରେ ୩୬ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଏନେଇ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ରିପୋର୍ଟ ତଲବ କରିଥିଲେ। ଏହାପରେ ମନ୍ତ୍ରୀ ଅଂଶୁଳଙ୍କୁ ତଳିଆ ପଦବୀରେ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୮ା୮: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଜଣେ ଦଳିତ ନାବାଳିକା(୧୭)ଙ୍କୁ ବଳପୂର୍ବକ ଅପହରଣ କରାଯିବା ପରେ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଖିବାକୁ...

ଶିନ୍ଦେ ମୋ ପାଖକୁ ଆସିଲେ ଭାଙ୍ଗିବି ଅନଶନ: ମନୋଜ ଜାରଙ୍ଗେ…

ମୁମ୍ବାଇ,୧୩।୯ : ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରଙ୍ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟରେ ଅନଶନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି...

କିଡ୍‌ନୀ ର଼୍ୟାକେଟ୍‌ରେ ୧୩ ଡାକ୍ତର

ନୂଆଦିଲ୍ଲୀ,୧୦ା୬(ଆଇଏଏନ୍‌ଏସ୍‌): ଦିଲ୍ଲୀର ୧୩ ଜଣ ଜଣାଶୁଣା ଘରୋଇ ସର୍ଜନ ଅନ୍ତର୍ଜାତୀୟ କିଡ୍‌ନୀ ପ୍ରତିରୋପଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ସେମାନେ ଏବେ ଉତ୍ତରପ୍ରଦେଶ ପୋଲିସ୍‌ର...

ଘୋଷଣା ହେଲା ଉତ୍ତର ପ୍ରଦେଶ ଦଶମ-ଦ୍ୱାଦଶ ପରୀକ୍ଷା ଫଳାଫଳ

ଲକ୍ଷ୍ନୌ,୩୧ ।୭: ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଶନିବାର ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ଚଳିତ ବର୍ଷ ଦଶମରେ...

ସେଲ୍‌ସ ଗର୍ଲରୁ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ...

ଅନାସ୍ଥା ପ୍ରସ୍ତାବ ଈଶ୍ୱରଙ୍କ ଆଶୀର୍ବାଦ: ମୋଦି

ନୂଆଦିଲ୍ଲୀ,୧୦।୮: ଶେଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ମତ ରଖିଛନ୍ତି। ଏହି ସମୟରେ ସେ କଂଗ୍ରେସ ସମେତ ପ୍ରାୟ...

ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି...

କରୋନା ଟେଷ୍ଟ ବଢାଇବାକୁ ହେଲେ ଗାଇଡଲାଇନ୍‌ ବଦଳାଉ ଆଇସିଏମ୍‌ଆର୍‌: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ଟେଷ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏମିତି ପ୍ରଶ୍ନର ଉତ୍ତର ଦେବାକୁ...

Advertisement
Archives

Model This Week