Posted inଜାତୀୟ

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ ଦମ୍ପତି ୫ ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ରାଜା ଆଲେକଜାଣ୍ଡରଙ୍କର ପ୍ରଥମ ଭାରତ ଗସ୍ତ। ଦିଲ୍ଲୀରେ ସେମାନେ ୨୫ ତମ ପ୍ରଯୁକ୍ତି ବିଦ୍ୟା ଶୀର୍ଷ ସମ୍ମିଳନୀରେ ଯୋଗ ଦେବା ପରେ ମୁମ୍ବାଇ ଓ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଡଚ୍‌ ଦମ୍ପତିଙ୍କ ଏହି ଗସ୍ତ ଭାରତ ଓ ନେଦରଲାଣ୍ଡସ୍‌ ମଧ୍ୟରେ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ମଜଭୁତ ସମ୍ପର୍କ ବୃଦ୍ଧି କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଘୋଷଣା ସମୟରେ ଭାବୁକ ହୋଇଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬ ।୭: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  ଇସ୍ତଫା ଦେଲେ କର୍ନାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ...

କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍‌ଙ୍କ ଆର୍ଥିକ ଅବସ୍ଥା...

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ...

ଜୟଶଙ୍କର-ଜର୍ଜ ସୋରୋସ ମୁହାଁମୁହିଁ: ନିଜ ପସନ୍ଦର ପ୍ରାର୍ଥୀ ଜିତିଲେ ନିର୍ବାଚନ ଠିକ…

ନୂଆଦିଲ୍ଲୀ,୧୮।୨ : ଆଦାନୀ-ହିିଣ୍ଡନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ପରଠାରୁ ବିଲିୟନେୟାର ନିବେଶକ ଜର୍ଜ ସୋରୋସ ଖବରରେ ଅଛନ୍ତି। ଭାରତୀୟ ଗଣତନ୍ତ୍ର...

ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ

ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ...

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୨।୩: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ପାଖାପାଖି...

ନେହେରୁ ମେମୋରିଆଲ ହେଲା କଂଗ୍ରେସ ମୁକ୍ତ

ନୂଆଦିଲ୍ଲୀ,୬।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ନେହେରୁ ମେମୋରିଆଲ ଏବେ କଂଗ୍ରେସ ମୁକ୍ତ ହୋଇଛି। ଏହାର ପୁନର୍ଗଠନ କରାଯାଇଛି। ଏଥିରେ ଥିବା...

Advertisement
Archives

Model This Week