Posted inଜାତୀୟ

ବାଚସ୍ପତିଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ

ବେଙ୍ଗାଲୁରୁ,୨୮ା୭(ପି.ଟି.): କର୍ନାଟକରେ ଭାଜପା ଗାଦିନସୀନ ହେବା ପରେ ଏବେ ବାଚସ୍ପତି କେ.ଆର୍‌. ରମେଶଙ୍କୁ ହଟାଇବା ଲାଗି ଅଭିଯାନକୁ ଜୋର୍‌ଦାର କରିଛି। ବାଚସ୍ପତି ଯଦି ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଭାଜପା ବିଚାର କରୁଛି। ଏନେଇ କେତେକ ଭାଜପା ବିଧାୟକ ମୁହଁ ଖୋଲିଛନ୍ତି। ପ୍ରଥମେ ସୋମବାର ଆସ୍ଥାଭୋଟ ଜିତିବା ପରେ ଆମେ ଅର୍ଥ ବିଲ୍‌କୁ ପାସ୍‌ କରିବୁ ବୋଲି ସେ କହିଛନ୍ତି। ତା’ପରେ ବାଚସ୍ପତିଙ୍କୁ ହଟାଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସି ଥିବା ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର ଦେଲେ ଭୋଟ

ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି।...

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ...

କରୋନା ସମୟରେ ପୁଅ-ବୋହୂଙ୍କୁ ଘରେ ପୁରାଇଲେ ନାହିଁ ପରିବାର

ବଦାୟୁ,୧୦ ।୯: କରୋନା ମହାମାରୀ ଏବେ ଅଧିକାଂଶଙ୍କ ଜୀବନ ଜୀବିକା ଛଡାଇ ନେଇଛି କହିଲେ ଚଳେ । ଉତ୍ତର ପ୍ରଦେଶର ଜଣେ ଯୁବକ ଏବେ ବେରୋଜଗାର...

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା...

ଗୁରୁବାର ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ନବ ଗଠିତ କେନ୍ଦ୍ରଶାସିତ...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ...

Coronavirus Update


Archives

Model This Week

Why Dharitri