Posted inଫୁରସତ

ବାକିରେ ପାନ ଦେବାକୁ ଦୋକାନୀ ମନା କରିବାରୁ ଗ୍ରାହକ କାଟି ଖାଇଲେ ଓଠ, କାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ପାନ ଦୋକାନୀ ଗ୍ରାହକଙ୍କୁ ବାକି ବା ମାଗଣାରେ ପାନ ଦେବାକୁ ମନା କରିବାରୁ ଗ୍ରାହକ ଜଣକ ଏମିତି କାଣ୍ଡ ଘଟାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ଆଲମବାଗ୍‌ର ସାଲୁ ନାମକ ଜଣେ ୨୮ ବର୍ଷୀୟ ଯୁବକ ଗୁରୁବାର ରାତି ୧୦ଟାରେ ପାନ ଖାଇବା ପାଇଁ ସତ୍ୟେନ୍ଦ୍ରଙ୍କ ଦୋକାନକୁ ଯାଇଥିଲେ। ଏହି ସମୟରେ ସେ ଦୋକାନ ବନ୍ଦ କରୁଥିଲେ। ସାଲୁ ତାଙ୍କୁ ମାଗଣାରେ ପାନ ମାଗିଥିଲେ। ସତ୍ୟେନ୍ଦ୍ର ମନା କରିବାରୁ ସାଲୁ ତାଙ୍କ ଉପରକୁ ପ୍ରଥମେ ଟେକା ପଥର ମାଡ଼ କରିଥିଲେ। ଏପରିକି ସାଲୁ ଉତ୍‌କ୍ଷିପ୍ତ ହୋଇ ସତ୍ୟେନ୍ଦ୍ରଙ୍କ ଓଠ ଏବଂ କାନକୁ ଏକ ଧାରୁଆ ଅସ୍ତ୍ରରେ କାଟି  ଖାଇ ଦେଇଛନ୍ତି। ଘଟଣାସ୍ଥଳରେ ସତ୍ୟେନ୍ଦ୍ର ପଡ଼ି ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ଦେଖି ହସ୍ପିଟାଲ ନେଇଥିଲେ।
ସୂଚନାଯୋଗ୍ୟ,ସାଲୁ ପେସାରେ ଜଣେ ଭିଡିଓଗ୍ରାଫର। ତେବେ ସାଲୁ ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ କରି ତାଙ୍କ ନାମରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ଛୁଆ ପାଇଁ ଜୀବନକୁ ବାଜି ଲଗାଇଲା ମା’ ଭାଲୁ: କଲା ଏମିତି କିଛି…

ମା’ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ। ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା’ର ଅର୍ଥ କ’ଣ। ସେଥିପାଇଁ ତ କଥାରେ ଅଛି “ମା...

ବାଘକୁ ଚକମା ଦେଇ ଖସିଗଲେ ମୟୂରପଲ: ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

ପୁରୁଣା ଫ୍ରିଜ୍‌ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…

କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ...

କରୋନାରୁ ମୁକ୍ତି ପାଇବା ପାଇଁ ପବ୍‌ ମାଲିକ ବାର୍‌ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ

କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ...

ମାଟିହାଣ୍ଡିରୁ ଟେରାକୋଟା

କୌଳିକ ବୃତ୍ତିର ଦାୟରେ ମାଟି ହାଣ୍ଡିର ମୋହରେ ପଡିଥିବା କୁମ୍ଭକାରଙ୍କ ଆର୍ଥିକସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇପଡିଥିବାବେଳେ ଏବେ ସ୍ଥିତି ସୁଧାରିବାର ବାଟ ଦେଖାଇଛି ଟେରାକୋଟା.....

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ...

Advertisement
Archives

Model This Week