Posted inଜାତୀୟ

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ ମୂଲ୍ୟ କିଲୋ ୧୦୦ରୁ ୧୨୦ ଥିବା ବେଳେ ଏବେ ୧୬୦କୁ ଛୁଇଁଛି। ଏନେଇ ସରକାର ଚିନ୍ତିତ ହୋଇପଡ଼ିଥିବା ବେଳେ ବୁଧବାର କ୍ୟାବିନେଟ ସଚିବ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଖାଦ୍ୟ, ଉପଭୋକ୍ତା ବ୍ୟାପାର, କୃଷି ମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ସାମିଲ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇବା ଘଟଣା: ପଡୋଶୀ ଅଟକ

ବିଳାସପୁର,୭।୬: କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେବା ଘଟଣା ମନରୁ ନ ଲିଭୁଣୁ ହିମାଚଳ ପ୍ରଦେଶ ବିଳାସପୁରରୁ ଆସିଥିଲା ସେମିତି...

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ...

ଉଦ୍ଧବ ଠାକରେ କରୋନା ପଜିଟିଭ୍‌

ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଂଗ୍ରେସ ନେତା କମଲ ନାଥ...

୧୮ ହଜାରରୁ ଅଧିକ ଭାରତୀୟ ଆତଙ୍କିତ, ବିମାନ ଉଡ଼ାଣ ବନ୍ଦ, ବଙ୍କରରେ ଆଶ୍ରୟ…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଟିଭି ଚ୍ୟାନେଲ ମାଧ୍ୟମରେ ଭାରତର ଘରେ ଘରେ ଯୁଦ୍ଧକାଳୀନ ସାଇରନ୍‌ ଶବ୍ଦ ଶୁଣାଯାଉଛି। ୟୁକ୍ରେନର ଆକାଶରେ...

ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି।...

ଭାରତକୁ ମଙ୍କିପକ୍ସ ବିପଦ

ନୂଆଦିଲ୍ଲୀ, ୨୫ା୭: ଦେଶରେ ଗତ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରଠାରୁ ଏହି ଭୂତାଣୁଜନିତ ରୋଗ ଧୀରେ ଧୀରେ ମାଡ଼ିବାରେ...

୬୬ବର୍ଷରେ ପୁଣି ବର ସାଜିବେ ପୂର୍ବତନ କ୍ରିକେଟର

କୋଲକାତା,୨୫।୪: ଭାରତର ପୂର୍ବତନ ଓପନର ଅରୁଣ ଲାଲ ଦ୍ୱିତୀୟ ଥର ବର ସାଜିବାକୁ ଯାଉଛନ୍ତି। ୬୬ବର୍ଷ ବୟସରେ ଅରୁଣ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୩୮ବର୍ଷୀୟ...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

Advertisement
Archives

Model This Week