ବର୍ଡର ସିଲ୍‌ ହେବା ପରେ ଦିଲ୍ଲୀ-ଗୁରୁଗ୍ରାମରେ ରାସ୍ତା ଜାମ୍‌: ପାସ୍‌ଧାରୀଙ୍କୁ ବି ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ବଢ଼ୁଥିବା ମାମଲାକୁ ଦେଖି ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ସୀମାକୁ ପୁଣି ଥରେ ସିଲ୍‌ କରିଦେଇଛନ୍ତି। ଗୁରୁବାର ରାତିରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଶୁକ୍ରବାର ସକାଳେ ଏହାର ପ୍ରଭାବ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ବହୁ ଦୂର ପର୍ଯ୍ୟନ୍ତ ଗାଡ଼ିମାନଙ୍କର ଲମ୍ବା ଲାଇନ ଲାଗିଥିବା ଦୃଶ୍ୟ ନଜର ଆସିଛି। ଏତଦ୍‌ ବ୍ୟତୀତ ବନ୍ଦରପୁର ସୀମା ନିକଟରେ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି। ଏମାନଙ୍କ ମଧ୍ୟରେ ଏଭଳି ଲୋକ ରହିଛନ୍ତି ଯେଉଁମାନଙ୍କ ପାଖରେ ପାସ୍‌ ରହିଛି ହେଲେ ପ୍ରଶାସନ ସେମାନଙ୍କୁ ଯିବାକୁ ଅନୁମତି ଦେଉ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ସମର୍ପିତ ହେଲା ଭାରତର ପ୍ରଥମ ହସ୍ପିଟାଲ

ମୁମ୍ବାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ଏଥିରୁ ବାଦ୍‌ ପଡିନାହିଁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହ...

ଗୋଆରେ ଗୋମାଂସ ସଙ୍କଟ

ମୁମ୍ବାଇ,୨୧।୧୨: ଗୋଆରେ ଖ୍ରୀଷ୍ଟମାସ୍‌ ପାଳନ ବେଳେ ମୁଖ୍ୟ ବ୍ୟଞ୍ଜନ ଭାବେ ବିଫ୍‌ (ଗୋମାଂସ) ପରିବେଷଣ କରାଯାଇଥାଏ। ଏଥର ଖ୍ରୀଷ୍ଟମାସ୍‌ ପୂର୍ବରୁ ସେଠାରେ ଗୋମାଂସ ସଙ୍କଟ ଗୋଆବାସୀଙ୍କୁ...

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ...

ଇଡି ଜାଲରେ ପୁଣି ଫସିଲେ ସ୍ବାସ୍ଥ୍ୟ ମନ୍ତ୍ରୀ,୧୦ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୭।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଶୁକ୍ରବାର ଦ୍ୱିତୀୟ ଥର...

ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ

ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ...

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ...

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ...

Advertisement
Archives

Model This Week