ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଗଲାଣି।
ଏକ ସାକ୍ଷାତକାରରେ ବରୁଣଙ୍କୁ ବିବାହ ସମ୍ପର୍କରେ ପଚରାଯାଇଥିଲା କେବେ ବିବାହବନ୍ଧନରେ ବାନ୍ଧି ହେଉଛନ୍ତି। ସେ ଏବେ ନୁହେଁ ବୋଲି କହିଥିଲେ। ମାତ୍ର ସମ୍ପର୍କୀୟମାନେ କହୁଛନ୍ତି, ତାଙ୍କର ବିବାହ ଖୁବ୍‌ଶୀଘ୍ର ହେବ। ପ୍ରେମିକାଙ୍କୁ କେବେ ବିବାହ କରୁଛନ୍ତି ବୋଲି ବରୁଣଙ୍କୁ ପଚରାଗଲେ ସେ ସବୁବେଳେ କୁହନ୍ତି, ବିବାହ ସମ୍ପର୍କରେ ଭାବିବାକୁ ପଡ଼ିବ। ଏବେ ନୁହେଁ।
ସ୍ମରଣଯୋଗ୍ୟ, ବରୁଣ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନସର ଥ୍ରୀ ଡି’ରେ ଖୁବ୍‌ଶୀଘ୍ର ନଜର ଆସିବେ। ଏଥିସହିତ ବରୁଣ ଏବଂ ସାରା ଅଲ୍ଲୀ ଖାଁ ଫିଲ୍ମ କୁଲି ନଂ-୧ ୨୦୨୦ ମେ’ରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଶେଷ ସମୟରେ ଇୟରଫୋନ୍‌ ମଗାଇ ଏହି କଳାକାରଙ୍କ ଗୀତ ଶୁଣୁଥିଲେ ଲତା

ନିଜ କୋକିଳ ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତା ମଙ୍ଗେସକର ଆଉ ନାହାନ୍ତି। ସେ ତାଙ୍କ ଜୀବନରେ ସଙ୍ଗୀତ ଠାରୁ ଅଧିକ ଆଉ କାହାକୁ...

ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ...

ସୂର୍ଯ୍ୟବଂଶୀ, ସ୍ପାଇଡରମ୍ୟାନକୁ ପଛରେ ପକାଇ ୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ବି ତା’ର ଦବଦବା ବଜାୟ ରଖିଛି । ଫିଲ୍ମ ପ୍ରତିଦିନ ଯେଉଁ...

ଶୁଟିଂ ସେଟରେ ହିଁ ଆମିରଙ୍କୁ ମନ ଦେଇ ବସିଥିଲେ କିରଣ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶିକା ଭାବେ କିରଣ ରାଓଙ୍କର ଯେତିକି ପରିଚୟ ଅଛି ତା’ଠାରୁ ସେ ଅଧିକ ପରିଚିତ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ପତ୍ନୀ...

ପିଲାଦିନେ ଖେଳଣା କିଣିବାକୁ ଟଙ୍କାଟିଏ ବି ପାଖରେ ନ ଥିଲା, ଏବେ କୋଟିପତି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ବର୍ତ୍ତମାନ ତାଙ୍କ ପାଖରେ କୋଟି କୋଟି ଟଙ୍କା। ସେହିମାନଙ୍କ ମଧ୍ୟରୁ ନେହା କକ୍କର ହେଉଛନ୍ତି ଜଣେ।...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ...

କି ଦୋଷ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ...

ନିଷ୍ପତ୍ତି ବଦଳାଇଲେ ଧୀରଜ

ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ...

Advertisement
Archives

Model This Week