ବନ୍ଦ ହୋଇଛି ୬.୮ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୨-୭: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୬.୮ ଲକ୍ଷ କମ୍ପାନୀ ବନ୍ଦ ହୋଇଛି। ଦେଶ ମଧ୍ୟରେ ୧୮.୯୪ ଲକ୍ଷ କମ୍ପାନୀ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ ଅଧିନରେ ପଞ୍ଜିକୃତ ଥିବା ବେଳେ ଏଗୁଡିକ ମଧ୍ୟରୁ ୩୬.୦୭% କମ୍ପାନୀ ବନ୍ଦ ହୋଇଛି। ବନ୍ଦ କମ୍ପାନୀଗୁଡିକ ମଧ୍ୟରେ ମହାରାଷ୍ଟ୍ରର ୧.୪୨ ଲକ୍ଷ କମ୍ପାନୀ ରହିଛି। ସେହିଭଳି ଦିଲ୍ଲୀର ୧.୨୫ ଲକ୍ଷ, ପଶ୍ଚିମବଙ୍ଗର ୬୭,୦୦୦ କମ୍ପାନୀ ରହିଛି। ସିକିମର କୌଣସି କମ୍ପାନୀ ବନ୍ଦ ହୋଇ ନାହିଁ। ଲଗାତର ଭାବେ ଦୁଇ ଆର୍ଥତ୍କ ବର୍ଷଧରି ରିଟର୍ନ ଫାଇଲ ଏବଂ ଆର୍ଥତ୍କ ପ୍ରମାଣପତ୍ର ଦାଖଲ କରିନ ଥିବା କମ୍ପାନୀଗୁଡିକର ପଞ୍ଜୀକରଣ ବାଦ ଦେବା ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ମାନ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହାବାଦ ଭୂତ କମ୍ପାନୀଗୁଡିକର ପଞ୍ଜୀକରଣ ବାତିଲ ନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କମ୍ପାନୀ ଆଇନରେ ଭୂତ କମ୍ପାନୀ ଶବ୍ଦ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟ ଏକ ଉତ୍ତରରେ ସେ କହିଛନ୍ତି ଯେ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୨୪୪୮ କମ୍ପାନୀ ପଞ୍ଜିକରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ...

ଫୁଡ୍‌ ଷ୍ଟାର୍ଟଅପ୍‌ ‘ଫ୍ୟାଟ୍‌ ଟାଇଗର’ ଉଦ୍‌ଘାଟିତ

ଭୁବନେଶ୍ୱର,୭ା୧: ମଲ୍‌ଟି ବ୍ରାଣ୍ଡ୍‌ ଫୁଡ୍‌ ଷ୍ଟାର୍ଟଅପ୍‌ ୟୁନିଟ୍‌ ‘ଫ୍ୟାଟ୍‌ ଟାଇଗର’ର ପ୍ରଥମ ଆଉଟଲେଟ୍‌ ସ୍ଥାନୀୟ ପଟିଆ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଉଟଲେଟ୍‌ ନିର୍ଦ୍ଦେଶିକା...

ବିଆଇପିଏଫ୍‌କୁ ଇଣ୍ଡିଆ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୧।୧୨: ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ଇମ୍ପାର ସହଯୋଗୀ ଅନୁଷ୍ଠାନ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌)କୁ ନିକଟରେ ଇଣ୍ଡିଆ ସିଏସ୍‌ଆର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି...

ଯାତ୍ରୀ ଚାହିଦା ଭିତ୍ତିରେ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଯାତ୍ରୀ ଚାହିଦାକୁ ନଜରରେ ରଖି ରେଲଓ୍ବେ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଯୋଜନା ରଖିଛି। ସେହିଭଳି ୨୦୨୪ ସୁଦ୍ଧା ବର୍ତ୍ତମାନର ଓ୍ବେଟିଂ ଲିଷ୍ଟ ତାଲିକାକୁ...

ଋଣ ସୁଝି ପାରିଲେନି ଅନିଲ ଅମ୍ବାନୀ; ଗ୍ରୁପ ମୁଖ୍ୟାଳୟକୁ କବ୍‌ଜା କଲା ବ୍ୟାଙ୍କ

ମୁମ୍ବାଇ,୩୧।୭ : ୟେସ୍‌ ବ୍ୟାଙ୍କରୁ ଆଣିଥିବା ଋଣ ଅନିଲ ଅମ୍ବାନୀ ଶୁଝିବାକୁ ସକ୍ଷମ ହୋଇ ନ ହେବାରୁ ତାଙ୍କ କମ୍ପାନୀର ମୁ୍‌ମ୍ବାଇ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ...

ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍‌ପିଏ

ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର...

ଭାରତୀୟ ରେଳବାଇ ପୃଥିବୀର ଦ୍ୱିତୀୟ ସର୍ବବୃହତ ସବୁଜ ନେଟଓ୍ବାର୍କ: ୮୫ ପ୍ରତିଶତ ହୋଇଛି ବିଦ୍ୟୁତିକରଣ…

ନୂଆଦିଲ୍ଲୀ,୨୩।୨ : ଚାଇନା ପରେ ଭାରତୀୟ ରେଳବାଇ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସବୁଜ ରେଳ ନେଟୱାର୍କରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ବ୍ରଡ ଗେଜ (ବିଜି)...

ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର...

Advertisement
Archives

Model This Week