Posted inଜାତୀୟ

ବନ୍ଦ ହେବ ‘କଳା-ହଳଦିଆ’ ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୨।୧୦: ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ ଟ୍ୟାକ୍ସି ଏବେ ଆଉ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି। ମୁମ୍ବାଇର ଟ୍ୟାକ୍ସିମ୍ୟାନ୍ସ ୟୁନିୟନ ଏମ୍‌ଏଲ୍‌ ମାଡ୍ରୋସ୍‌ର ସୂଚନା ଅନୁଯାୟୀ, ୨୦୦୦ରୁ ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ କାର୍‌ ଉତ୍ପାଦନ ବନ୍ଦ କରି ଦିଆଯାଇଛି। ଏବେ ଏହାର ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିଛି। ତା’ସହ ଏବେକାର ପିଲାମାନେ ଆଧୁନିକ ଟ୍ୟାକ୍ସିକୁ ବେଶି ପସନ୍ଦ କରୁଥିବାରୁ ଏବେ ଆଉ ଏହାକୁ ଚଳାଇବା ସମ୍ଭବ ହେବନାହିଁ। ତେଣୁ ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ

ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ...

ଯୋଗେନ୍ଦ୍ର ଯାଦବ ଏକ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ,୨୨ ।୧୦: ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ବଡ ଆକ୍ସନ ନେବାକୁ ଯାଇ ଯୋଗେନ୍ଦ୍ର ଯାଦବଙ୍କୁ ୧ ମାସ ପାଇଁ ନିଲମ୍ବିତ କରିଛନ୍ତି । କିଛିଦିନ...

ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ମୁଖ୍ୟ ଅତିଥି: ଏମ୍‌ଇଏ

ନୂଆଦିଲ୍ଲୀ,୧୪।୧: ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ)।...

୮ ବର୍ଷରେ ୮ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ନୂଆଦିଲ୍ଲୀ, ୨୬।୫ : ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ୨୬ ମେ’ରେ ଆଠ ବର୍ଷ କ୍ଷମତା ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି...

ମୋଦି ବ୍ୟବହାର କରୁଛନ୍ତି ଆଇଫୋନ୍‌-୬ ସ୍ମାର୍ଟଫୋନ୍‌; ଶାହଙ୍କ ପାଖରେ ଆଇଫୋନ୍‌ ଏକ୍ସ୍‌ଏସ୍‌

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦୃଷ୍ଟିରୁ ଆଇଫୋନ୍‌-୬ ସିରିଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ଆପଲ୍‌ ପକ୍ଷରୁ ଏହି ସିରିଜ୍‌ରେ ଆଇଫୋନ୍‌-୬, ଆଇଫୋନ୍‌-୬ ପ୍ଲସ୍‌,...

ଏପରି କହି ଟ୍ରମ୍ପଙ୍କ ମଜା ଉଡାଇଲେ ଭାରତର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୮।୧୧-ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଭାରତର ପୂର୍ବତନ ଓପନର...

ମୋଦିଙ୍କ ପାଇଁ ଆସିବ କ୍ଷେପଣାସ୍ତ୍ର ପ୍ରତିରୋଧୀ ୨ଟି ବୋଇଂ-୭୭୭ ବିମାନ

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ୨୦୨୦ ସୁଦ୍ଧା ୨ଟି ବୋଇଂ-୭୭୭ ବିମାନ ଅଣାଯିବ। ଏହି ବିମାନ ଦୁଇଟି କ୍ଷେପଣାସ୍ତ୍ର ପ୍ରତିରୋଧୀ। ଏଥିରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week