ବଢିବ କଲ୍‌, ଡାଟା ଦର

ନୂଆଦିଲ୍ଲୀ, ୨-୧୨: ଚଳିତ ମାସଠାରୁ ମୋବାଇଲ ସେବା ମହଙ୍ଗା ହେବ। ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ଦର ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ମୋବାଇଲ ଟାରିଫ ବଢିବ। ଚଳିତ ମାସ ୬ ତାରିଖଠାରୁ ରିଲାଏନ୍ସ ଜିଓ ଏହାର ମୋବାଇଲ କଲିଂ ଏବଂ ଡାଟା ଚାର୍ଜ ପ୍ରାୟ ୪୦% ପର୍ଯ୍ୟନ୍ତ ବଢାଇବ ବୋଲି ଜଣାପଡିଛି। ଡିସେମ୍ବର ୬ରେ କମ୍ପାନୀ ନୂଆ ପ୍ଲାନ ଆଣିବ। ଏଥିରେ ଗ୍ରାହକ ଆକର୍ଷଣୀୟ ସୁବିଧା ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଡିସେମ୍ବର ୩ରୁ ଭୋଡାଫୋନ-ଆଇଡିଆ ମଧ୍ୟରେ ନିଜର କଲିଂ ଏବଂ ଡାଟା ଦରକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବେ। ଅନ୍ୟ ନେଟଓ୍ବର୍କକୁ କଲ୍‌ ଉପରେ ମିନିଟ ପିଛା ୬ ପଇସା ଲାଗୁ କରିବେ ବୋଲି କମ୍ପାନୀ ସୂଚନା ଦେଇଛି। ଚଳିତ ମାସ ୩ ତାରିଖରୁ ଏୟାରଟେଲ ମଧ୍ୟ ଏହାର ଟାରିଫକୁ ୫୦% ପର୍ଯ୍ୟନ୍ତ ବଢିବ ବୋଲି ଜଣାପଡିଛି। ପ୍ରମୁଖ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ସେବା ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ପୂର୍ବାପେକ୍ଷା ମୋବାଇଲ ସେବା ମହଙ୍ଗା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ଏସ୍‌ଡିସିର ଶୁଭାରମ୍ଭ

କଟକ,୩।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି।...

ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୧।୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ...

୬ ହଜାର କୋଟିର କାରବାର କରିଛି କ୍ରାକର ଇଣ୍ଡଷ୍ଟ୍ରି

ନୂଆଦିଲ୍ଲୀ,୩୧।୧୦: କୋଭିଡ୍‌ ଯୋଗୁ ଗତ ଦୁଇବର୍ଷ ହେଲା ପାର୍ବଣ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ବନ୍ଦ ରହିଥିଲା। ହେଲେ ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ...

ଶ୍ୟାମ୍‌ ଷ୍ଟିଲ୍‌ ଏଲ୍‌ଏସ୍‌ଜିର ପ୍ରମୁଖ ପ୍ରାୟୋଜକ

ନୂଆଦିଲ୍ଲୀ,୨୪।୩:ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରମୁଖ ଟିମ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲ୍‌ଏସ୍‌ଜି) ଏବଂ ଶ୍ୟାମ ଷ୍ଟିଲ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ...

ପ୍ରୋତ୍ସାହନ ଲୋଡିଲା ସିଆଇଆଇ

ନୂଆଦିଲ୍ଲୀ,୨୧-୩: ଦେଶର ଶିଳ୍ପ ଜଗତ ଉପରେ ପଡିଥିବା କରୋନା ପ୍ରଭାବକୁ ନଜରରେ ରଖି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କଠରୁ ବିତ୍ତୀୟ ପ୍ୟାଜେକ ଲୋଡିଛି।...

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର...

‘ଅରୁନ୍ଧତୀ ପୂର୍ବ ଭାରତର ଶ୍ରେଷ୍ଠ ଜ୍ୱେଲରି ବ୍ରାଣ୍ଡ୍‌’

ଭୁବନେଶ୍ୱର,୨୪।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଏକ ଜାତୀୟ ସ୍ତରର ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଅରୁନ୍ଧତୀ ପୂର୍ବ...

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା...

Advertisement
Archives

Model This Week