ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ କରିଥିଲେ ସୁଦ୍ଧା ପୁଣିଥରେ ପରମ୍ପରାନୁଯାୟୀ ବିବାହ କରିବେ। ଫ୍ରାନ୍ସରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ବିବାହକୁ ନେଇ ପ୍ରିୟଙ୍କା ବ୍ୟସ୍ତ ରହୁଛନ୍ତି। ପରିବାର ସହ ବିବାହ ଉତ୍ସବର ପ୍ରସ୍ତୁତିକୁ ତଦାରଖ କରୁଛନ୍ତି। ଏସବୁ ମଧ୍ୟରେ ମଧ୍ୟ ସ୍ବାମୀ ନିକ୍‌ଙ୍କ ସହ କ୍ୱାଲିଟି ସମୟ ବିତାଇବାକୁ ପଛାଉନାହାନ୍ତି ପିସି। ଫ୍ରାନ୍ସ ରହଣୀ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ପିସି ନିକ୍‌ଙ୍କ ନିକଟତର ହେଉଥିବା ଦେଖାଯାଇଛି। ଶୁକ୍ରବାର ପିସି ପ୍ରଶଂସକଙ୍କ ପାଇଁ ନିଜର ଇନ୍‌ଷ୍ଟା ପୃଷ୍ଠାରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଫଟୋରେ ନିକ୍‌ ଓ ତାଙ୍କୁ ଦେଖିବାକୁ ମିଳୁଛି। ତେବେ କେବଳ ପିସି ନୁହନ୍ତି ନିକ୍‌ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟରେ ପ୍ରିୟଙ୍କା ସହ ଡଙ୍ଗା ଚାଳନା ସମୟର ଏକ ଫଟୋ ଶେୟାର କରିଛନ୍ତି। ଏଣୁ ଅନେକେ ଲର୍ଭବର୍ଡଙ୍କୁ ବିବାହ କାର୍ଯ୍ୟକ୍ରମ ମଧ୍ୟରେ ଫୁରସତର କିଛି କ୍ଷଣ ମିଳିଯାଉଛି ବୋଲି କହୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରେ କାଜଲଙ୍କର ୧ କୋଟି ଫଲୋୟର୍ସ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତେବେ ନିକଟରେ ଅଭିନେତ୍ରୀ କାଜଲଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ...

ବାୟୋପିକ୍‌ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍‌ ଜିତିବା ବେଳର କାହାଣୀକୁ...

ଦେଶୀ ଗର୍ଲଙ୍କ କୁନି ମେକ୍‌ଅପ୍‌ ଆର୍ଟିଷ୍ଟ!

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍‌ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି...

ସାରାଙ୍କ ଘରେ ପହଞ୍ଚିଲା କରୋନା ସଂକ୍ରମଣ

ମୁମ୍ବାଇ, ୧୪।୭: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ତାଙ୍କ ଡ୍ରାଇଭରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।...

ବୋହୂ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ ଭଲ ପାଆନ୍ତି ଜୟା

ମୁମ୍ବାଇ: ଜୟା ବଚ୍ଚନ ତାଙ୍କ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଖୁବ୍‌ ନାପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ହେଲେ ନିକଟରେ ବଲିଉଡ୍‌ ନିର୍ଦ୍ଦେଶକ...

ପାକିସ୍ତାନ ଜେଲ୍‌ରେ ୨ ବର୍ଷ କଏଦୀ ଜୀବନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଇତ୍‌ନା ସନ୍ନାଟା କ୍ୟୁଂ ହୈ ଭାଇ, ୪୫ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ସଂଳାପକୁ ଲୋକମାନେ ଏବେ ମନେ ରଖିଛନ୍ତି।...

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର...

Coronavirus Update


Archives

Model This Week

Why Dharitri