
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା ବିସ୍ଫୋରକ ଜବତ କରିଛନ୍ତି। ଏତେ ପରିମାଣର ବିସ୍ଫୋରକ କିଭଳି ଏଠାକୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି।
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା ବିସ୍ଫୋରକ ଜବତ କରିଛନ୍ତି। ଏତେ ପରିମାଣର ବିସ୍ଫୋରକ କିଭଳି ଏଠାକୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ...
ପାଟନା,୭।୭: ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ରେ ଏକ ଅମାନବୀୟ ଘଟଣା ଘଟିଛି। ଟ୍ରେନ୍ରେ ବିନା ଟିକେଟରେ ଯାତ୍ରା କରୁଥିବା ଜିଆରପି ଏଏସଆଇଙ୍କୁ ବରିଷ୍ଠ ଟିଟିଇ ଟିକେଟ୍ ମାଗିବାରୁ...
ନୂଆଦିଲ୍ଲୀ,୧୯।୧୧: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାର ନିର୍ବାଚନ ଫଳାଫଳପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦଳର ୨୩ ଜଣ...
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ୪୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବିଭିନ୍ନ କାରଣରୁ ନାକଚ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାର୍ଥୀପତ୍ର କୁଡିକର ଯାଞ୍ଚ୍...
ହାଇଦ୍ରାବାଦ,୧୨।୩ : ହାଇଦ୍ରାବାଦରେ ସିଆଇଏସଏଫର ୫୪ ତମ ସ୍ଥାପନା ଦିବସ ପରେଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଦେଶରେ ଆତଙ୍କବାଦ, ମାଓବାଦ ଏବଂ...
ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର...
ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ...
ଲକ୍ଷ୍ନୌ,୧।୩: ଉତ୍ତରପ୍ରଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ଯୋଗୀ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଲଗାତାର ୫ ବର୍ଷ ଏବଂ...