Posted inଜାତୀୟ

ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା

ପାଟନା,୨୪।୧: ବିହାରର ବୈଶାଳୀସ୍ଥିତ ହାଜିପୁରରେ ଜଣେ ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା କରାଯାଇଛି। ହାଜିପୁର ଏସଡିପିଓ ରାଘବ ଦୟାଲଙ୍କ ମୁତାବକ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୩୬ ବର୍ଷୀୟ ନୀରଜ କୁମାରଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି। ନୀରଜ ଶରୀରରେ ଗୁଳି ଦାଗ ରହିଛି। ସେ କିଛିଦିନ ହେବ ନିଖୋଜ ଥିବାରୁ ତାଙ୍କୁ କେହି ହତ୍ୟା କରି କୂଅରେ ଫୋପାଡି ଦେଇଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନୀରଜଙ୍କ ଶରୀରରେ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନୀରଜଙ୍କ ଏକ ଷ୍ଟୁଡିଓ ରହିଛି। ଏହାସହ ସେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ଥାନ୍ତି। ଜମି ବିବାଦକୁ ନେଇ ପପୁ ସିଂ ନାମକ ଜଣେ ଯୁବକ ହିଁ ମାମଲାର ଅଭିଯୁକ୍ତ ବୋଲି ଧରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଣିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଆଇଆଇଟିର ସଫଳତା …

ନୂଆଦିଲ୍ଲୀ,୧୮।୯: ଏଣିକି ବର୍ଷା ପାଣିରୁ ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ଦୀର୍ଘଦିନ ଗବେଷଣା କରାଯିବା...

ମୋଦି-ଶାହଙ୍କ ଯୋଡି ଆଜିର କୃଷ୍ଣ-ଅର୍ଜୁନ: ରଜନୀକାନ୍ତ

ଚେନ୍ନାଇ,୧୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ମୋଦି ସରକାରଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହାକୁ ନେଇ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟ୍ରେନ୍‌ ଟଏଲେଟ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ମୁମ୍ବାଇ,୯।୫: ମହାରାଷ୍ଟ୍ର ପାଲଘର ଜିଲା ଅନ୍ତର୍ଗତ ଡାହାନୁ ରୋଡ୍‌ ରେଲଓ୍ବେ ଷ୍ଟେଶନରେ ସ୍ବରାଜ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତଦେହ ଜବତ ହୋଇଛି।...

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର

ପୁଣେ,୪।୧୨: ମହାରାଷ୍ଟ୍ରର ସୋଲାପୁର ଜିଲା ପରିଷଦ ବିଦ୍ୟାଳୟର ଜଣେ ପ୍ରାଥମିକ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର ମିଳିଛି। ଶିକ୍ଷକ ରଞ୍ଜିତ ସିଂ ଡିସଲେ ଗ୍ଲୋବାଲ...

ସିଏଏ ବିରୋଧରେ ନୂଆବର୍ଷରେ ଅନଶନ କରିବ କଂଗ୍ରେସ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ), ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ବିରୋଧରେ କଂଗ୍ରେସର ଦିଲ୍ଲୀ ସଂଗଠନ ନୂଆବର୍ଷରେ ୧୨ ଘଣ୍ଟିଆ ଅନଶନରେ ବସିବାକୁ ଘୋଷଣା...

‘ଗାନ୍ଧୀ ପରିବାର ହାତରୁ ମୁକ୍ତ ହେଲେ ହିଁ କଂଗ୍ରେସର ଉନ୍ନତି ହେବ’

ନୂଆଦିଲ୍ଲୀ,୧୦ା୮- କଂଗ୍ରେସକୁ ଗାନ୍ଧୀ ପରିବାର ପଞ୍ଝାରୁ ମୁକ୍ତ କରିବାକୁ ପଡ଼ିବ। ନହେଲେ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା...

ହୋଟେଲରେ ଥିବା ବିଧାୟକଙ୍କ ପଛରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ସରକାର ଗଠନକୁ ନେଇ ଚାଲିଥିବା ଅଙ୍କକଷା ଏବେବି ଲାଗି ରହିଛି। ଗୋଟିଏ ପଟେ ଭାଜପା ନେତୃତ୍ୱରେ ସରକାର ଗଠନ କରାଯାଇଥିଲେ ମଧ୍ୟ ଏବେ...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ...

Advertisement
Archives

Model This Week