ବକେୟା ସେବା କର ୧.୬୬ ଲକ୍ଷ କୋଟିକୁ ବୃଦ୍ଧି: ସିଏଜି

ନୂଆଦିଲ୍ଲୀ,୨-୭: ସୋମବାର ସଂସଦରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବଷର୍ର୍ରେ ମୋଟ ବକେୟା ସେବା କର ପରିମାଣ ୧.୧୮ ଲକ୍ଷ କୋଟିରୁ ୧.୬୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ବକେୟା ଉତ୍ପାଦ ଶୁଳ୍କ ପରିମାଣ ପୂର୍ବ ବର୍ଷର ୮୪,୨୦୦ କୋଟି ଟଙ୍କାରୁ ବଢ଼ି ଆଲୋଚ୍ୟ ବର୍ଷରେ ୯୬,୪୯୬ କୋଟି ଟଙ୍କା ହୋଇଛି। ୨୦୧୬-୧୭ରେ ବକେୟା ଆଦାୟ ପରିମାଣ ୧.୧୯ ପ୍ରତିଶତ ରହିଥିବା ବେଳେ ୨୦୧୭-୧୮ରେ ଏହା ୧.୦୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ୨୦୧୭-୧୮ ସୁଦ୍ଧା ୧,୦୪,୭୧୮ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ସମ୍ପର୍କିତ ୪୫,୭୪୯ ମାମଲା ବିଭିନ୍ନ ଅଦାଲତରେ ପଡିରହିଛି, ଯାହା କି, ପୂର୍ବବର୍ଷ ତୁଳନାରେ ୩.୫ ପ୍ରତିଶତକୁ ହ୍ରାସ ପାଇଛି। ଆଲୋଚ୍ୟ ବର୍ଷ ଶେଷ ସୁଦ୍ଧା ୧,୨୦,୯୦୭ କୋଟି ଟଙ୍କାର ୪୩,୭୧୮ ସେବା ଟିକସ ମାମଲାର ସମାଧାନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସାମଗ୍ରୀ ବୟକଟ ପାଇଁ କ୍ୟାମ୍ପେନ ଆରମ୍ଭ କଲା ସିଏଆଇଟି

ନୂଆଦିଲ୍ଲୀ,୨୦।୬: ଚାଇନା ସାମଗ୍ରୀ ବୟକଟ ନେଇ ଲୋକଙ୍କ ମତାମତ ଜାଣିବା ଲାଗି ଅନ୍‌ଲାଇନରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହାକୁ...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

ସନ୍‌ରାଇଜ ମସଲାକୁ କିଣିଲା ଆଇଟିସି

ନୂଆଦିଲ୍ଲୀ,୨୯।୭: ମସଲା ପ୍ରସ୍ତୁତ କରୁଥିବା ଭାରତର ପ୍ରମୁଖ କମ୍ପାନୀ ସନ୍‌ରାଇଜକୁ ଏଫ୍‌ଏମ୍‌ସିଜି କମ୍ପାନୀ ଆଇଟିସି କ୍ରୟ କରିଛି। ଏହି ଡିଲ୍‌ ୨୧୫୦ କୋଟି ଟଙ୍କାରେ ହୋଇଥିବା...

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ...

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍‌ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ...

ନିବେଶକଙ୍କ ୧୧.୧୨ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୨୭। ୩: ଗତ ୩ ଦିନ ଧରି ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ରହିବା ଯୋଗୁ ଏହି ସମୟରେ ନିବେଶକଙ୍କୁ ୧୧.୧୨ ଲକ୍ଷ କୋଟି...

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

ଏନ୍‌ଏଚ୍‌ଏଆଇ ଦେଉଛି ଫାସ୍‌ ଟାଗ କୁପନ

ନୂଆଦିଲ୍ଲୀ,୨୧।୨: ଦିନକୁ ଦିନ ବଢୁଥିବା ବିଭିନ୍ନ ଘଟଣା ଓ ଲୋକବଳକୁ କମ କରିବା ସହିତ ଆଗାମୀ କାଲି ପାଇଁ ତୈଳ ସଞ୍ଚୟ କରିବା ଭଳି ଉଦ୍ଦେଶ୍ୟକୁ ନେଇ...

Advertisement
Archives

Model This Week