Posted inଜାତୀୟ

ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ଦିନ ହେଲା ଟ୍ରମ୍ପ୍‌ଙ୍କ ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଗସ୍ତକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ଉକ୍ତ ଗସ୍ତ ଦୁଇ ଦେଶ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଇତ୍ୟବସରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ଗତ କିଛି ମାସ ଧରି ଭାରତ ଓ ଆମେରିକା ମଧ୍ୟରେ ଅଟକି ରହିଥିବା ଟ୍ରେଡ ଡିଲ୍‌ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟରେ ରାତି କର୍ଫ୍ୟୁ

ଲକ୍ଷ୍ନୌ/ମୁମ୍ବାଇ/ଚଣ୍ଡିଗଡ଼, ୨୫।୧୨: କୋଭିଡ୍‌-୧୯ ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି...

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ...

ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍‌ ପରିବାର ଲୋକେ

କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ...

୨୬ରେ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ସିସୋଡିଆ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଢୁଆ ଥମିବାର ନାଁ ନେଉନାହିଁ। ମଦ ଦୁର୍ନୀତି ମାମଲାରେ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ସିବିଆଇ ଡକାଇଥିବା...

ଭାଜପାରେ ସଭିଏଁ ସାଧୁ-ସନ୍ଥ: ସଞ୍ଜୟ ରାଉତ…

ମୁମ୍ବାଇ,୨୭।୨ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି ଯେ କେନ୍ଦ୍ର ଏହାର ଏଜେନ୍ସି...

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି...

ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି...

୨୦ ମହଲା କୋଠାରେ ଲାଗିଲା ନିଆଁ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳରେ ଥିବା ଏକ ୨୦ ମହିଲା କୋଠାରେ ଶନିବାର ଅଗ୍ନିକାଣ୍ଡ ଘଟି ବର୍ତ୍ତମାନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ଜଣ...

Advertisement
Archives

Model This Week