ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି ଷୋହଳ ବୟସୀଙ୍କଠାରୁ କମ୍‌ ଦେଖା ଯାଉନାହାନ୍ତି। କହିବା କଥା ହେଲା ସ୍କୁଲ ଯାଉଥିବା ସମୟରେ ବି ଐଶ୍ୱର୍ଯ୍ୟା ଆଜି ଭଳି ସୁନ୍ଦର ଦେଖାଯାଉଥିଲେ।

ସେହିପରି କ୍ୟାଟ୍ରିନା କୈଫ ମଧ୍ୟ ସୁନ୍ଦରୀଙ୍କ ମଧ୍ୟରୁ ଜଣେ। ଫିଲ୍ମକୁ ଆସିବା ପୂର୍ବରୁ କ୍ୟାଟ୍ରିନା ଖୁବ୍‌ ସୁନ୍ଦର ଦେଖା ଯାଉଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରି କ୍ୟାଟ୍‌ ବଡ଼ବଡ଼ ଷ୍ଟାରଙ୍କ ସହ ଅଭିନୟ କରି ତାଙ୍କର ଜଲ୍‌ଓ୍ବା ଦେଖାଇଛନ୍ତି।

ଦୀପିକା ପାଦୁକୋନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟପ୍‌ ଅଭିନେତ୍ରୀ ତାଲିକାରେ ରହିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟରେ କେବଳ ରଣବୀର ପାଗଳ ହୋଇନାହାନ୍ତି ବରଂ କୋଟି କୋଟି ଲୋକ ପାଗଳ ହୋଇଛନ୍ତି। ଫିଲ୍ମକୁ ଆସିବା ପୂର୍ବରୁ ଦୀପିକାଙ୍କ ଲୁକ୍‌ ଅଲଗା ଥିଲା। ଯାହା ଏବେ ପୂରା ବଦଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିତି ସାନନଙ୍କୁ ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ । ନିଜର ଦୃଢ ମନୋବଳ ଓ...

‘ଶମଶେରା’ର ପୋଷ୍ଟର ଦେଖି ଆଲିଆ କହିଲେ ହଟ୍‌

ମୁମ୍ବାଇ: ବଲଉଡ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ମୁଭିର ଶୁଟିଂରେ ବିଜି ଅଛନ୍ତି । ଏହି ସମୟରେ ସେ ତାଙ୍କ ପରିବାରକୁ...

ବଲିଉଡରେ ଡେବ୍ୟୁ କରିବେ ଐଶ୍ୱର୍ଯ୍ୟା

ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ସିନେମାରେ ନିର୍ଦ୍ଦେଶିକା ଭାବରେ ଐଶ୍ୱର୍ଯ୍ୟା କାମ କରିବାକୁ...

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ...

ଏହି ଅଭିନେତାଙ୍କ ସହ କିସିଂ ସିନ୍‌ ଦେବାକୁ ମନା କରିଥିଲେ ଅମ୍ରିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଅବ୍‌ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ...

ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

୩୭ ବର୍ଷରେ ମା’ ହେବାକୁ ଯାଉଛନ୍ତି ଭାରତୀ, ପତି ହର୍ଷଙ୍କ ସହ ଆସିଲେ ନଜର

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଓ ପତି ହର୍ଷ ଲିମ୍ବାଚିୟା ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି । ଇତି ମଧ୍ୟରେ...

Advertisement
Archives

Model This Week