ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ରିକ୍ଟର ସ୍କେଲରେ ଏହି ଦୁଇଟି ଭୂକମ୍ପର ତୀବ୍ରତା ଥିଲା ୬.୪ ଓ ୫.୪। ସକାଳ ପ୍ରାୟ ୭ଟା ୩୮ ମିନିଟରେ ଏହି ଭୂକମ୍ପ ହୋଇଛି। ଇଟବାଇଟ ସହରରୁ ୧୨ କିଲୋମିଟର ଦୂର ଉତ୍ତର ପୂର୍ବରେ ଏହା ସଙ୍ଗଠିତ ହୋଇଥିଲା। ବାଟସେନର ରାଜ୍ୟପାଳ ମୋରିଲୋ କେକୋ ସିହ୍ନୁଆ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି କି ଏହି ଭୂକମ୍ପରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଆହତ ହୋଇଛନ୍ତି ତା’ସହ ବଡ ବଡ କୋଠା ଓ ଚର୍ଚ୍ଚ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

ଲିସବନ୍‌,୧୬।୬: ଗୋଟିଏ ଭୁଲ୍‌ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌...

ସତର୍କତା ପରେ ବି ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ

ଇସ୍‌ଲାମାବାଦ,୧୬।୩: ପାକିସ୍ତାନରେ ସୋମବାର ୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବା କୁହାଯାଉଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ-୨୨ ଆହତ…

ବେଜିଂ,୮।୧ : ଚାଇନାର ଜିଆଙ୍ଗସି ପ୍ରଦେଶରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ନାନଚାଙ୍ଗ କାଉଣ୍ଟିରେ ଏକ ସଡ଼କ ଦୁର୍ଘଟଣାରେ...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଆସୁଛି କରୋନାର ତୋଫାନ

ଜେରୁଜେଲମ,୩ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମଣ । ଆମେରିକା ଭଳି ବିକଶିତ ଦେଶ ବି ଏଥିରୁ ବାଦ୍ ଯାଇ ନାହିଁ ।...

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଗଲା ଜରୁରୀ ଅବତରଣ

କାଠମାଣ୍ଡୁ,୪।୯: ନେପାଳର ଏକ ଘରୋଇ ବିମାନ କମ୍ପାନୀ ସୀତା ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। କାଠମାଣ୍ଡୁରୁ ଲୁକ୍ଲା ଯାଉଥିବା ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ...

କଟକଣା ଲଗାଇଲା ରୁଷିଆ: ବ୍ରିଟିଶ ଏୟାରଲାଇନ୍ସକୁ ଦେଲାନି ଅନୁମତି

ମସ୍କୋ,୨୫।୨: ବ୍ରିଟିଶ ଏୟାରଲାଇନ୍ସକୁ ରୁଷିଆ ବିମାନବନ୍ଦରରେ ଅବତରଣ କିମ୍ବା ଏହାର ବାୟୁସୀମା ବ୍ୟବହାରକୁ ମସ୍କୋ ଅନୁମତି ଦେଇନାହିଁ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହାର ବିମାନକୁ...

ଆମେରିକା-ଚାଇନା ଏକାଠି ହେବା ଜରୁରୀ

ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ମହାମାରୀର ରୂପ ନେଇ ୨୫ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏଥିଲାଗି ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ଲାଗି...

କୁଏତ୍‌ ମହିଳା ସୈନ୍ୟ ବାହିନୀରେ ହେବେ ସାମିଲ…

କୁଏତ୍‌ ସିଟି,୧୩।୧୦: ଏବେ କୁଏତ୍‌ ମହିଳା ଦେଶର ସୈନ୍ୟ ବାହିନୀରେ ସାମିଲ ହେବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଛି। ଏନେଇ କୁଏତ୍‌ ପ୍ରତିରକ୍ଷା ମନ୍ତ୍ରୀ...

Advertisement
Archives

Model This Week