ଫାଇନାଲ୍‌ ହେଲା ବିବାହ ତାରିଖ, ୨୭ ଡିସେମ୍ବରରେ ହାତକୁ ଦୁଇ ହାତ ହେବେ ମୋନା !

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ମୋନା ସିଂ। ଦକ୍ଷିଣ ଭାରତର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିବାହର ଡେଟ୍‌ ଫାଇନାଲ ହୋଇଛି। ମୋନା ୨୭ ଡିସେମ୍ବରରେ ବିବାହ କରିବେ। ପୂର୍ବରୁ ଅର୍ଥାତ ୨୬ ଡିସେମ୍ବରରେ ପ୍ରି-ଓ୍ବେଡିଂ ସେରିମନି ରଖାଯାଇଛି। କାର୍ଯ୍ୟକ୍ରମରେ କେବଳ ଉଭୟଙ୍କ ପରିଜନ ତଥା ବନ୍ଧୁମାନେ ଯୋଗଦେବେ ବୋଲି କୁହାଯାଉଛି।

କିଛିଦିନ ତଳେ ନିଜ ବିବାହକୁ ନେଇ ମୁହଁ ଖୋଲିଥିଲେ ମୋନା। କେବେ ବି ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କଥା ହୁଅନ୍ତି ନାହିଁ। ଏହାକୁ ସେ ପସନ୍ଦ ମଧ୍ୟ କରନ୍ତି ନାହିଁ। ହେଲେ ଯେବେ ବିବାହ କରିବେ ସେ ସମସ୍ତଙ୍କୁ ଜଣାଇବେ ବୋଲି କହିଥିଲେ।
ବିଗତ ଦିନରେ ଅନେକ ନାୟକଙ୍କ ସହ ମୋନାଙ୍କ ନାମକୁ ଯୋଡ଼ା ଯାଇଥିଲା। ସେଥିରେ ଟେଲି ଅଭିନେତା କରନ ଓବରୟ, କମାଣ୍ଡୋ ଅଭିନେତା ବିଦ୍ୟୁତ ଜାମବାଲ ରହିଥିଲେ। ହେଲେ ସେମାନଙ୍କ ସହ ମୋନା ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ସହ ଡ୍ୟାନ୍ସ କଲେ କ୍ୟାଟ୍ରିନା, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କିଏ ବା ନ ଜାଣେ। ନିଜର ଲୁକ୍‌ ଏବଂ ଅଭିନୟ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌...

ବଲିଉଡ୍‌ ଡେବ୍ୟୁ ଲାଗି ପ୍ରସ୍ତୁତ

ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ।...

ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ...

ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍‌

ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍‌କୁ...

ବାପା ହେଲେ ଟେଲିଜଗତର ଏହି ହ୍ୟାଣ୍ଡସମ୍‌ ହଙ୍କ୍‌

ବମ୍ବେ: ଟେଲିଭିଜନଜଗତର ହ୍ୟାଣ୍ଡସମ୍‌ ହଙ୍କ୍‌ ଶାହିର ଶେଖ ହୋଇଛନ୍ତି ବାପା। ତାଙ୍କ ଘରକୁ କୁନି ରାଜକୁମାରୀ ଆସିଛନ୍ତି। ସ୍ତ୍ରୀ ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ...

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ବଲିଉଡର ଏହି ୫ ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ତାରକାମାନେ ସର୍ବଦା ସେମାନଙ୍କର ମୁକ୍ତ ଚିନ୍ତାଧାରା ପାଇଁ ଜଣାଶୁଣା। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମକୁ ଅତିକ୍ରମ କରିଛନ୍ତି।...

ଶିଜାନଙ୍କ ଜାମିନ ଆବେଦନ ଖାରଜ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ...

Advertisement
Archives

Model This Week