Posted inଜାତୀୟ

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ଏମିତି ଏକ କଳାକୃତି ପ୍ରଦର୍ଶନ କରାଯାଇଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପ୍ଲାଷ୍ଟିକ ବୋତଲରେ ତିଆରି କରାଯାଇଥିବା ଏହି କଳାକୃତି ମାଧ୍ୟମରେ ମଣିଷ କିଭଳି ପ୍ଲାଷ୍ଟିକ ବଳୟରେ ବାନ୍ଧି ହୋଇଯାଇଛି ତାହା ପ୍ରଦର୍ଶିତ କରାଯାଇଛି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନତା ସୃଷ୍ଟି କରାଯାଇଛି। ଏବେଠାରୁ ଯଦି ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରା ନ ଯାଏ ତେବେ ଭବିଷ୍ୟତରେ ମଣିଷ ପ୍ଲାଷ୍ଟିକ ବଳୟରେ ରହିବ ବୋଲି ଏଥିରେ ଦର୍ଶାଯାଇଛି। ସେଥିପାଇଁ ପ୍ରତି ବୋତଲରେ ଗୋଟିଏ ଲେଖା ମଣିଷର ଛବିକୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ ମା’ଙ୍କ ସମ୍ପତ୍ତି ଉପରେ ହିନ୍ଦୁ ଝିଅଙ୍କର ନାହିଁ ଅଧିକାର: କୋର୍ଟ…

ଅହମଦାବାଦ,୫।୨ : ତିନି ହିନ୍ଦୁ ଝିଅଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ମାମଲାକୁ ଅହମଦାବାଦର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏଥିରେ ଦାବି କରାଯାଇଥିଲା ଯେ...

‘ସଚିନଙ୍କ ପାଇଁ ଭାଜପା ଦ୍ୱାରା ଖୋଲା’

ଜୟପୁର,୨୬।୯: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ସଭାପତି ସତୀଶ ପୁନିଆ କଂଗ୍ରେସର କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି , ସଚିନ...

ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା...

ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର  ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି...

ଭାଜପା ଉପରେ କମେଣ୍ଟ କରି ଶୋ’ରୁ ବିଦା

ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍‌ ଦିଆଯାଇଛି। ଏ ନେଇ...

ଗଛ ଉପରେ ୧୧ ଦିନ ଆଇସୋଲେଶନ୍‌ରେ ରହିଲେ କରୋନା ଆକ୍ରାନ୍ତ…

ହାଇଦ୍ରାବାଦ୍‌,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ...

ଲାଲ୍‌ କିଲ୍ଲା ପାଲଟିଲା ଅଭେଦ୍ୟ ଦୁର୍ଗ,୯ ଆଣ୍ଟି ଡ୍ରୋନ୍‌-୩୦୦ ସିସିଟିଭି-୫୦୦୦ ଯବାନ ମୁତୟନ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଲ୍ଲାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି।...

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ...

Advertisement
Archives

Model This Week