Posted inଜାତୀୟ

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧ କିଲୋ ପ୍ଲାଷ୍ଟିକ ଅବା ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ(୫୦୦ଗ୍ରାମ) କ୍ଷୀର ଦିଆଯାଉଛି। ପଞ୍ଚକୁଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା କୁହନ୍ତି ଏକ୍ଜିକ୍ୟୁଟିଭ ଅଫିସର ଜେ. ସିଂ। ଏହି ସୁବିଧା ପଞ୍ଚକୁଲାର ବିଭିନ୍ନ ଭିଟା ବୁଥରେ ମିଳିପାରୁଛି। ସହରକୁ ଟପ୍‌ ୨୦ ପ୍ଲାଷ୍ଟିକ ମୁକ୍ତ ସହରରେ ସାମିଲ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନଭେମ୍ବର ୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ପାଖାପାଖି ୫ ଟନ୍‌ ପ୍ଲାଷ୍ଟିକ ସଂଗ୍ରହ ହେବା ସହ ଏହାକୁ ରିସାକ୍ଲିଂ ପାଇଁ ପଠାଯାଇଥିବା କୁହାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚକୁଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏଠାରେ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ...

‘ଏଣିକି ରାସ୍ତାରେ ହେବ ନାହିଁ ସଭା, ରାଲି’

ହାଇଦ୍ରାବାଦ୍‌,୩।୧: ଆନ୍ଧ୍ରପ୍ରଦେଶରେ ଏଣିକି ରାସ୍ତାରେ ଆଉ ସାଧାରଣ ସଭା ଓ ରାଲି ଅନୁଷ୍ଠିତ ହେବ ନାହିଁ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି...

ଅନ୍ୟ ଧର୍ମର ମହିଳାଙ୍କ ସହ ବୁଲିବାରୁ ଯୁବକଙ୍କୁ ଛୁରା ମାଡ଼

ବେଙ୍ଗାଲୁରୁ, ୨।୪ : ଅନ୍ୟ ଧର୍ମର ଯୁବତୀଙ୍କ ସହ ବସରେ ବୁଲିବାରୁ କର୍ନାଟକର ମାଙ୍ଗାଲୁରୁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଗୁରୁବାର ରାତି ପ୍ରାୟ...

ମୁଁ ସର୍ବଦା କହୁଛି ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି: ଚାଇନାର ମ୍ୟାପ୍‌ ବିବାଦକୁ ନେଇ କହିଲେ ରାହୁଲ

ନୂଆଦିଲ୍ଲୀ,୩୦।୮: ଚାଇନା ସୋମବାର ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜ ଭୂଖଣ୍ଡର...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗାୟିକା ଶାନ୍ତି ହୀରାନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୪(ପି.ଟି): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶାନ୍ତି ହୀରାନନ୍ଦ ଚାଓ୍ବଲାଙ୍କର ଶୁକ୍ରବାର ସକାଳେ ଗୁରୁଗ୍ରାମ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭...

ଖୁବ୍‌ଶୀଘ୍ର ଉଡାଣ ଭରିବ ଜେଟ୍‌ ଏୟାରୱେଜ, ମିଳିଲା ଅନୁମତି

ନୂଆଦିଲ୍ଲୀ,୩୧।୭: ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରୱେଜ ଖୁବ୍‌ଶୀଘ୍ର ପୁଣିଥରେ ଉଡାଣ ଭରିବ। ବିମାନ ଉଡ଼ାଣ ନିୟନ୍ତ୍ରକ ପୁନର୍ବାର ଉଡ଼ାଣ ଆରମ୍ଭ କରିବା...

ପ୍ରଦୂଷଣ, ବାତ୍ୟା ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୬-୧୧(ପି.ଟି.):ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌) ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ଭାରତର ସ୍ଥିତି ସମୀକ୍ଷା...

ନେତାଜୀଙ୍କ ୨୮ ଫୁଟ ଉଚ୍ଚ ହଲୋଗ୍ରାମ ପ୍ରତିମା ଲୋକାର୍ପିତ…

ନୂଆଦିଲ୍ଲୀ, ୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ...

Advertisement
Archives

Model This Week