Posted inଫୁରସତ

ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ୧୦୦ ବର୍ଷୀୟ ବୃଦ୍ଧ ଜନ୍‌ ଏବଂ ୧୦୨ ବର୍ଷୀୟା ବୃଦ୍ଧା ଫିଲିସଙ୍କ ବର୍ଷକ ତଳେ ବୃଦ୍ଧାଶ୍ରମର ଏକ କାର୍ଯ୍ୟକ୍ରମରେ ସାକ୍ଷାତ ହୋଇଥିଲା। ଏହି କାର୍ଯ୍ୟକ୍ରମରୁ ବନ୍ଧୁତା ସୃଷ୍ଟି ହୋଇଥିଲା। ଏହା ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ଶେଷରେ ଦୁଇ ବୃଦ୍ଧାବୃଦ୍ଧ ପରିଣତ ବୟସରେ ପ୍ରେମକୁ ସାକାର କରିବାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଇଏଏସ୍‌, ବାପା ବିଚାରପତି: ହେଲେ ବିଧାୟିକା ହେବାକୁ ଲଣ୍ଡନରେ କରିଥିବା ଚାକିରି ଛାଡ଼ିଲେ ନୌକ୍ଷମ

ମା’ ଜଣେ ଆଇଏଏସ୍‌ ଅଫିସର। ବାପା ବିଚାରପତି। ହେଲେ ଲଣ୍ଡନରେ କରିଥିବା ଚାକିରିକୁ ଛାଡ଼ି ବିଧାୟିକା ହେବାକୁ ମନ ବଳାଇଛନ୍ତି ଝିଅ। ଏପରି ଏକ ଘଟଣା...

ଚା ଦୋକାନରେ ହେଉଛି ରାମାୟଣ-ମହାଭାରତ ଚର୍ଚ୍ଚା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍‌ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି।...

ଡ୍ରୋନ୍‌ ସାହାଯ୍ୟରେ ଆଇସ୍‌କ୍ରିମ୍‌ ଡେଲିଭରି: ଏହି ଦୁଇ ସହରରେ ଆରମ୍ଭ ହୋଇଛି ସେବା

ଆକାଶରେ କିମ୍ବା ଘରର ଛାତ ଉପରେ ଡ୍ରୋନ୍‌ ଉଡୁଥିବାର ନିଶ୍ଚିତ ଦେଖିଥିବେ। ଏହି ଡ୍ରୋନ୍‌ ସହାୟତାରେ ଅନେକ ସ୍ଥାନରେ ଗୋପନୀୟ ଫଟୋ ଉଠାଯାଏ। ଏହା ଦ୍ୱାରା...

କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ...

ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ...

ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କୁ ଶୌଚାଳୟରେ ବନ୍ଦକରି ରଖିଥିଲେ ସ୍ବାମୀ: ଆଉ ତାପରେ…

ହରିୟାଣାର ପାନିପତ ରିସପୁର ଗ୍ରାମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ମାନସିକ ଭାବେ ବିରକ୍ତ ହୋଇ ତାଙ୍କୁ...

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି...

Advertisement
Archives

Model This Week