Posted inଫୁରସତ

ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ୧୦୦ ବର୍ଷୀୟ ବୃଦ୍ଧ ଜନ୍‌ ଏବଂ ୧୦୨ ବର୍ଷୀୟା ବୃଦ୍ଧା ଫିଲିସଙ୍କ ବର୍ଷକ ତଳେ ବୃଦ୍ଧାଶ୍ରମର ଏକ କାର୍ଯ୍ୟକ୍ରମରେ ସାକ୍ଷାତ ହୋଇଥିଲା। ଏହି କାର୍ଯ୍ୟକ୍ରମରୁ ବନ୍ଧୁତା ସୃଷ୍ଟି ହୋଇଥିଲା। ଏହା ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ଶେଷରେ ଦୁଇ ବୃଦ୍ଧାବୃଦ୍ଧ ପରିଣତ ବୟସରେ ପ୍ରେମକୁ ସାକାର କରିବାକୁ ଯାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ...

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି...

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ପାଣି ଭିତରେ ଜଙ୍ଗଲ

କାଜାଖସ୍ତାନ: ଦୁନିଆରେ ଏମିତି କିଛି ଅଜବ ଦୃଶ୍ୟ ଅଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହାର ରହସ୍ୟ ସହଜରେ ବୁଝିହୁଏ ନାହିଁ। ଏପରିି ଏକ ସ୍ଥାନ...

ସ୍ବପ୍ନରେ ନାଗଦେବତାଙ୍କୁ ଦେଖିଲେ ଯୁବତୀ, ଆଉ ତା’ ପରେ…

ବିଂଶ ଶତାବ୍ଦୀ ପରେ ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଆଜି ବି ଅନ୍ଧବିଶ୍ୱାସକୁ ଲୋକେ ସମ୍ପୂର୍ଣ୍ଣ ଜାବୁଡ଼ି ଧରିଛନ୍ତି। ଏମିତି...

ନିଜ ବିବାହ ଲାଗି ବୁକ୍‌ କରିବାକୁ ଚାହୁଁଛନ୍ତି କି ପୁରା ଟ୍ରେନ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ…

ପ୍ରାୟ ସମସ୍ତେ ନିଜ ବିବାହରେ କିଛି ସ୍ବତନ୍ତ୍ର କରିବାକୁ ଚାହାନ୍ତି। ବିବାହରେ ବରଯାତ୍ରୀ ଆସିବାର ପରମ୍ପରା ରହିଛି। ଏଥିଲାଗି ବରପକ୍ଷଙ୍କୁ ଅନେକ ଗାଡ଼ି ବୁକ୍‌ କରିବାକୁ...

କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି।...

୮ ବର୍ଷ ବାଳକ-ସାପ କାମୁଡ଼ା କାମୁଡ଼ି, ଶେଷରେ ସାପ ମଲା…

ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ...

Advertisement
Archives

Model This Week