ପ୍ରବାସୀ ଶ୍ରମିକଙ୍କ ଦୁଃଖ ଭାଜପାକୁ ଛାଡ଼ି ଅନ୍ୟମାନେ ଅନୁଭବ କରିପାରୁଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀଙ୍କ ଦୁଃଖ ସମସ୍ତେ ଅନୁଭବ କରିପାରୁଛନ୍ତି। ତେବେ ଭାଜପା ଏହାକୁ ଅନୁଭବ କରି ପାରୁନାହିଁ। ତେଣୁ ସେମାନଙ୍କ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କାର ଆର୍ଥିକ ସହାୟତା ଏବଂ ୧୦ ହଜାର ଟଙ୍କାର ତତ୍‌କ୍ଷଣାତ୍‌ ସାହାଯ୍ୟ ଯୋଗାଇ ଦେବାକୁ ଅମଙ୍ଗ ହେଉଛି। କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡ଼ିଓ ବାର୍ତ୍ତାରେ ସୋନିଆ ଏଭଳି କହିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ବହୁ ନିଜ ନିଜ ଭିଟାମାଟିକୁ ଫେରିଆସିଛନ୍ତି। ତେବେ କାମ ଧନ୍ଦା ଅଭାବରୁ ସେମାନଙ୍କ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି ବୋଲି ସୋନିଆ କହିଛନ୍ତି। ପ୍ରବାସୀଙ୍କ ସମସ୍ୟା ନେଇ ସାମାଜିକକର୍ମୀ, ବୁଦ୍ଧିଜୀବି, ଅର୍ଥଶାସ୍ତ୍ରୀ ପ୍ରମୁଖ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଭାଜପା ପ୍ରବାସୀଙ୍କ ସମସ୍ୟା ଦୂର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିବା ସୋନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଲଦାଖ

ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ...

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ...

କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା...

କରୋନା ଭାଇରସ: ବିହାରରେ ୩୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ

ପାଟନା,୨୨।୩: ଦେଶରେ କରୋନା ଭାଇରସର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବିହାରରେ ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ପରେ ଏବେ ଏହି ସଂଖ୍ୟା...

ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ...

ସବୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌: ଶଶି ଥରୁର

ନୂଆଦିଲ୍ଲୀ,୨୦।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ସୋମବାର ସମସ୍ତ ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଭୁଲ୍‌ ବୋଲି କହିଛନ୍ତି। ସେ କହିଛନ୍ତି, ମେ ୨୩ ପର୍ଯ୍ୟନ୍ତ...

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ...

ଆସାମ ଡିଟେନଶନ୍‌ ସେଣ୍ଟର: ୩ ବର୍ଷରେ ୩୦ ବିଦେଶୀଙ୍କ ଘଟିଛି ମୃତ୍ୟୁ

ନୂଆଦିଲ୍ଲୀ,୧୩।୪: ଭାରତରେ ବିନା କୌଣସି ବୈଧ ପ୍ରମାଣପତ୍ରରେ ବାସ କରୁଥିବା ଲୋକଙ୍କୁ ଡିଟେନଶନ୍‌ ସେଣ୍ଟରରେ ରଖାଯାଇଥାଏ। ଦେଶରେ ଏଭଳି ଲୋକଙ୍କୁ ରଖିବା ପାଇଁ ୨୦୦୯ରେ ୬ଟି...

Coronavirus Update


Archives

Model This Week

Why Dharitri