ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍‌

ନୂଆଦିଲ୍ଲୀ,୨।୧: ସିଆଚେନ୍‌ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ରୁ ମଧ୍ୟ କମ୍‌ ରହିଥାଏ। ଏଠାରେ ପ୍ରାୟ ୩ରୁ ୪ ହଜାର ଭାରତୀୟ ଯବାନଙ୍କୁ ମୁତୟନ କରାଯାଇଛି। ଏଠାରେ ଟମାଟୋ ପ୍ରବଳ ଥଣ୍ଡାଯୋଗୁ ପଥର ଭଳି ଟାଣ ହୋଇଯାଇଥାଏ। ସେହିପରି ଅଣ୍ଡାକୁ ହାତୁଡ଼ିରେ ଫଟାଇବାକୁ ପଡ଼ିଥାଏ। ସମସ୍ତ ପନିପରିବାକୁ କିଛି ସମୟ ଉଷୁମ ପାଣିରେ ପକାଇ ରଖିବା ପରେ ଏହା ସ୍ବାଭାବିକ ହୋଇଥାଏ। ସେହିପରି ଭାରତ-ଚାଇନା ସୀମାରେ ଥିବା ୭୬.୪ କିମି ଦୀର୍ଘ ରାସ୍ତାରେ ବରଫ ପଡ଼ିଥିବା ଯୋଗୁ ସେନାବାହିନୀ ଗାଡ଼ିର ଚକା ସ୍ଲିପ୍‌ କରିଥାଏ। ତେଣୁ ଚକାରେ ଲୁହା ଚେନ୍‌ ବନ୍ଧାଯାଇଥାଏ। ଏହା ଦ୍ୱାରା ବରଫ ରାସ୍ତାରେ ଯିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପଶୁର ସିଂଘ ଦେଖି ଲୋଭ ହେଲା ହାତୀର, ପରେ ଏମିତି କରି ସେ ବି ଲଗାଇଲା ସିଂଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଉତ୍ତରାଖଣ୍ଡ ହିମସ୍ଖଳନ: ବଢୁଛି ମୃତକଙ୍କ ସଂଖ୍ୟା, ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଖୋଜ

ଡେରାଡୁନ,୧୧ ।୨: ଉତ୍ତରାଖଣ୍ଡରେ ୫ ଦିନ ତଳେ ହୋଇଥିବା ହିମସ୍ଖଳନରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ...

କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍‌ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ...

ମନୁଷ୍ୟକୃତ ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ପ୍ରକୃତିର ଏକ ଅପରୂପ ଦୃଶ୍ୟ। ଖୋଲା ଆକାଶରେ ସପ୍ତରଙ୍ଗର ଏହି ଦୃଶ୍ୟ ଦେଖିବାକୁ କାହାକୁ ବା ଭଲ ନ ଲାଗେ। ତେବେ ଇନ୍ଦ୍ରଧନୁକୁ ଚାରିକାନ୍ଥ...

ରାଜସ୍ଥାନର ୫ ସ୍ଥାନରେ ଏନ୍‌ଆଇଏର ଚଢାଉ

ଜୟପୁର,୧୭।୫: ଜାତୀୟ ଅନୁସନ୍ଧାନ ବ୍ୟୁରୋ (ଏନ୍‌ଆଇଏ)ବୁଧବାର ରାଜସ୍ଥାନରେ ଚଢାଉ କରିଛି। ସୂଚନାନୁସାରେ, ଜୟପୁର, ଚରୁ, ଅଲୱାର, ହନୁମାନଗଡ, ଗଙ୍ଗନଗର ସମେତ ଅନ୍ୟାନ୍ୟ ସହରରେ ଏନଆଇଏ ଦଳର...

ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା

ରୋହତଙ୍ଗ, ୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ପୃଥିବୀର ଦୀର୍ଘତମ ହାଇଓ୍ବେ ଟନେଲ ଅଟଳ ଟନେଲର ଲୋକାର୍ପଣ ଶନିବାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ...

ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୯: ମୁମ୍ବାଇ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଦେଶର ବଡ ଶିଳ୍ପପତିମାନଙ୍କ ମଧ୍ୟରେ...

ଜାନୁୟାରୀ ୨୬ରୁ ନାଜାଲ ଟିକା ଇନକୋଭାକ…

ନୂଆଦିଲ୍ଲୀ,୨୨।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week