ପ୍ରତିଦିନ ଖାଆନ୍ତୁ ୧୦୦ ଗ୍ରାମ ପନିର୍‌, ମିଳିବ ଏହିସବୁ ଫାଇଦା

ପନିର ଖାଇବାକୁ ଯେତିକି ସ୍ବାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ପନିରରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଫସଫରସ୍‌ ଭରପୂର ମାତ୍ରାରେ ଥାଏ। ରନ୍ଧା ପନିର ଅପେକ୍ଷା କଞ୍ଜା ପନିର ଖାଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ୧୦୦ ଗ୍ରାମ ପନିରରେ ୧୧ ଗ୍ରାମ ପ୍ରୋଟିନ ଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ପନିର ସାମିଲ କଲେ ହାଡ ମଜଭୁତ ହେବା ସହ ଓଜନ ମଧ୍ୟ ହ୍ରାସ ଘଟିଥାଏ। ପନିର ଖାଇବା ଦ୍ୱାରା ରକ୍ତ ଶର୍କରାସ୍ତର ସନ୍ତୁଳିତ ରହିବା ସହ ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଖାଦ୍ୟ ହଜମ କରିବାରେ ମଧ୍ୟ ପନିର ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ କାର୍ଯ୍ୟଦକ୍ଷତା ଓ ପ୍ରୋଟିନ୍‌

ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ଆହୁରି ସକ୍ରିୟ କରିବା ପଛରେ ଏକ ପ୍ରୋଟିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଉକ୍ତ ପ୍ରୋଟିନଟି ହେଲା ‘ବିଡିଏନ୍‌ଏଫ୍‌।...

ନୂଆ ଟ୍ରେଣ୍ଡ୍‌ରେ ଟେରାକୋଟା ଜୁଏଲେରି

ନାରୀ ମାନଙ୍କ ମଧ୍ୟରେ ଜୁଏଲେରିର ଚାହିଦା ସବୁବେଳେ ସବୁ ସମୟରେ ରହିଆସିଛି। ତେଣିକି ସେ ସୁନା, ରୁପା, ହୀରା, ମୋତି, ମାଣିକ୍ୟରେ ତିଆରି ଜୁଏଲେରି ହେଉ...

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ କଦଳୀରେ ଭିଟାମିନ୍‌ ‘ବି’ ଏବଂ ‘ସି’ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚାର ରଙ୍ଗ ସଫା କରିବା ସହ...

ଲାଟେଷ୍ଟ ଟ୍ରେଣ୍ଡରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌

ଆଜିକାଲି ଯୁବତୀମାନେ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆଉଟ୍‌ଫିଟ୍‌ ସହ ଫୁଟ୍‌ଓ୍ବେର୍‌ ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଖାସ୍‌ ସେଥିପାଇଁ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ଏବେ ଲାଟେଷ୍ଟ...

ଅଣ୍ଡାଠାରୁ ଅଧିକ ଉପକାରୀ ଟମାଟୋ

ଭାରତୀୟ ବ୍ୟଞ୍ଜନରେ ଟମାଟୋ ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟୋ ବିନା ସାଲାଡ୍‌, ସୁପ୍‌, ତରକାରି, ଆଚାର, ଚଟଣୀ, କ୍ୟାଚ୍‌ଅପ ଇତ୍ୟାଦି କରିବା ଅସମ୍ଭବ। ଟମାଟୋରେ...

ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି...

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଦାୟୀ ଜଙ୍କ୍‌ଫୁଡ୍‌

ଯଦି ଆପଣଙ୍କୁ ଜଙ୍କ୍‌ ଫୁଡ୍‌ ଖାଇବା ପସନ୍ଦ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶରୀରରେ ଚର୍ବି ବୃଦ୍ଧି କରିବା ସାଙ୍ଗକୁ ଆଣ୍ଠୁ ଗଣ୍ଠି...

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ...

Coronavirus Update


Archives

Model This Week

Why Dharitri