Posted inଜାତୀୟ

ପ୍ରତିଘଣ୍ଟାରେ ଦେଶରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୦।୧୧: ପ୍ରତି ଘଣ୍ଟାରେ ଦେଶରେ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୬ରେ ଲକ୍ଷେ ୩୧ ହଜାର ୮ଜଣ ଲୋକ ଆତ୍ମହତ୍ୟା କରିଥିବାବେଳେ ୨୦୧୫ ତୁଳନାରେ ଏଥିରେ ୨ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୧୫ରେ ଲକ୍ଷେ ୩୩ ହଜାର ୬ଶହ ୨୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଥିବା ଏଥିରେ ଦର୍ଶାଯାଇଛି। ଦେଶରେ ପ୍ରାୟ ୬୮ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥାନ୍ତି। ୨୦୧୦ରେ ଅଧିକ ଲୋକ ଆତ୍ମହତ୍ୟା କରିଥିବାବେଳେ ପରବର୍ତ୍ତୀ ସମୟରେ ଏହା କମିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ :  ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ...

ଅସୁସ୍ଥତା ଯୋଗୁ ଏଥର ସଂସଦ ଅଧିବେଶନରେ ଯୋଗଦେବେ ନାହିଁ ମନମୋହନ ସିଂ, ପି. ଚିଦାମ୍ବରମ

ନୂଆଦିଲ୍ଲୀ,୧୬।୯: କରୋନା ସମୟରେ ସଂସଦର ମୌସୁମୀ ଅଧିବେଶନ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ...

ସୁପାରିସ ସତ୍ତ୍ୱେ ପକାଇରଖୁଛି କେନ୍ଦ୍ର

ନୂଆଦିଲ୍ଲୀ,୧୨ା୧୧: ଉଚ୍ଚତର ଅଦାଲତଗୁଡ଼ିକରେ ବିଚାରପତି ନିଯୁକ୍ତି ଲାଗି ନାମ ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ପକାଇ ରଖିଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି...

ଗଛରୁ ପଣସ ତୋଳୁଛି ହାତୀ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ,୧୨।୧୧: ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଗଛରୁ ପଣସ ତୋଳି ଖାଉଥିବା ଏକ ହାତୀର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜଣେ ଆଇଏଫ୍‌ଏସ୍‌...

ଲାଲୁଙ୍କ ସୁରକ୍ଷାରେ ଥିବା ୯ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ଥିବା ୯ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ...

ୟୁଟ୍ୟୁବରେ ଚନ୍ଦ୍ରୟାନ-୩ର ଲାଇଭ ଷ୍ଟ୍ରିମିଂ ଭାଙ୍ଗିଲା ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୨୪।୮: ଭାରତର ଚନ୍ଦ୍ରାୟନ-୩ ଚନ୍ଦ୍ରରେ ସଫଳ ଅବତରଣ କରିଛି। ଏହା ସହ ଚନ୍ଦ୍ରର ଦକ୍ଷିଣ ମରେୁରେ ପାଦ ଦେବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି।...

ଭବାନୀପୁରରେ ମମତା ଆଗୁଆ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

Advertisement
Archives

Model This Week