ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାରେ ଲାଗିଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ(ଆଇପିପିବି) ଖୋଲିଯିବା ପରେ ପୋଷ୍ଟ ଅଫିସରେ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ ସୁବିଧା ମିଳୁଛି। ପୋଷ୍ଟ ଅଫିସ ଏବେ ସେଭିଙ୍ଗସ୍‌ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ଭଳି ବ୍ୟାଙ୍କିଙ୍ଗ୍‌ ସେବା ଦେଉଥିବା ବେଳେ ଆଗାମୀ ଦିନରେ କ୍ଷୁଦ୍ର ଋଣ ପ୍ରଦାନ ସୁବିଧା ଯୋଗାଇଦେବ। ଏଣିକି ଆବଶ୍ୟକ ଥିବା ବେଳେ ଯେ କୌଣସି ବ୍ୟକ୍ତି ଖାତାଧାରୀ ହୋଇଥିଲେ ଋଣ ନେଇପାରିବେ। ଆଇପିପିବିକୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଭାବେ ପରିଚାଳିତ କରିବାକୁ ପୋଷ୍ଟାଲ ବିଭାଗ ନିଷ୍ପତ୍ତି ନେଇଛି। ଜୁଲାଇ ୨୯ରୁ ୩୧ ଯାଏ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବାର୍ଷିକ ହେଡ୍‌ସ ଅଫ୍‌ ସର୍କଲ୍ସ କନ୍‌ଫରେନ୍ସରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନ୍ୟୁ ଇଣ୍ଡିଆ’ ପଦକ୍ଷେପ ସହ ତାଳ ଦେଇ କାର୍ଯ୍ୟ କରିବା ଲକ୍ଷ୍ୟରେ ପୋଷ୍ଟାଲ ବିଭାଗ ପକ୍ଷରୁ ୫ ବର୍ଷିୟା ଲକ୍ଷ୍ୟ ନେଇ ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୋଷ୍ଟ ଅଫିସ ବର୍ତ୍ତମାନ ଗ୍ରାହକଙ୍କୁ ସେଭିଙ୍ଗସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଖୋଲିବା, ଗ୍ରୁପ୍‌ ଟର୍ମ ଇନ୍‌ସ୍ୟୁରାନ୍ସ, ବିଲ୍‌ ପେମେଣ୍ଟସ ଓ ରିଚାର୍ଜ, ରେମିଟାନ୍ସ ଆଣ୍ଡ ଫଣ୍ଡ ଟ୍ରାନ୍ସଫର, ଡୋରଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌, ଡିଓପି ପ୍ରଡକ୍ଟ ପେମେଣ୍ଟ ଓ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସୁବିଧା ଯୋଗାଇ ଦେଉଛି। ଆଇପିପିବି ଖାତାକୁ ପୋଷ୍ଟ ଅଫିସ୍‌ ଋଣ ସହ ଯୋଡାଯାଇପାରିବ। ତେବେ ପୋଷ୍ଟ ଅଫିସ୍‌ରେ ଖୋଲାଯାଇଥିବା ଆର୍‌ଡି


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬-୭: ପେମେଣ୍ଟ ସର୍ଭିସ ପ୍ରଦାନ କ୍ଷେତ୍ରରେ ବଜାରରେ ନିଜର ବ୍ୟବସାୟ କରୁଥିବା ପେଟିଏମ୍‌, ଗୁଗଲ ପେ, ଭୀମ ଆପ୍‌, ଫୋନ୍‌ପେ ଭଳି କମ୍ପାନୀଙ୍କୁ ଟକ୍କର ଦେବା...

ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ...

ଦୀପାବଳିରେ ଜୟଆଲୁକ୍ଲାସ୍‌ର କ୍ୟାଶ୍‌ବ୍ୟାକ୍‌ ଅଫର

ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍‌ବ୍ୟାକ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ...

ରିଲାଏନ୍ସର ନେଟ୍‌ ଲାଭ ୧୨% ବଢିଲା

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍‌ ଲାଭ ୧୨.୬% ବଢି ୧୩,୧୦୧ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ରିଲାଏନ୍ସ...

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର...

ଏମ୍‌ଜି କୋମେଟ୍‌ ଇଭିର ଅନାବରଣ

ଭୁବନେଶ୍ୱର,୬ା୫: ଦେଶର ପ୍ରମୁଖ ପ୍ରିମିୟମ କାର୍‌ସ ନିମାତା ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରି ଭେଇକିଲ(ଇଭି) ମଡେଲ ‘ଏମ୍‌ଜି...

Advertisement
Archives

Model This Week