Posted inଜାତୀୟ

ପୋଷ୍ଟରରେ ଧମକ ନେଇ ଡିଜିପି କହିଲେ : ଆତଙ୍କବାଦୀଙ୍କ କଥା ଖୁବ୍‌ଶୀଘ୍ର ବୁଝିବୁ

ଜମ୍ମୁ/ଶ୍ରୀନଗର,୧୯ା୯(ପି.ଟି.): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ୪୫ ଦିନ ପୂରିଥିଲେ ହେଁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ସଶସ୍ତ୍ର ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ପ୍ରଶାସନକୁ ଅବଜ୍ଞା କରିବା ଲାଗି ନାନା ଉପାୟ ଆପଣାଉଛନ୍ତି। ଦୋକାନବଜାର ନ ଖୋଲିବା ପାଇଁ ସେମାନେ ଲୋକଙ୍କୁ ଧମକ ଦେଉଛନ୍ତି। ବ୍ୟବସାୟୀଙ୍କୁ ଡରାଇ ଜୋରଜବରଦସ୍ତି ଦୋକାନ ବନ୍ଦ କରିଦେଉଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ମାରି ସ୍ଥିତିକୁ ସଙ୍ଗିନ କରିବାରେ ଲାଗିଛନ୍ତି। ଏଭଳି ସମୟରେ ସ୍ଥିତି ହାତରୁ ଖସିଯିବାକୁ ବସିଥିବାବେଳେ ବୁଧବାର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍‌ ସିଂ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି। ଉପତ୍ୟକାବାସୀ ପାକିସ୍ତାନର ଅପପ୍ରଚାର ପ୍ରତି ଧ୍ୟାନ ଦେବା ଅନୁଚିତ। ସାଧାରଣ ଲୋକଙ୍କୁ ଧମକ ଦେଉଥିବା ଆତଙ୍କବାଦୀଙ୍କ କଥା ଆମେ ଖୁବ୍‌ଶୀଘ୍ର ବୁଝିବୁ। ସେମାନଙ୍କୁ ନିପାତ କରାଯିବ ବୋଲି ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ ଡିସ୍‌ଚାର୍ଜ ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୦।୫(ପି.ଟି.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଡିସ୍‌ଚାର୍ଜ ନୀତିରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଗୁରୁତର...

ଏକ କୋଟି କରୋନା ଟେଷ୍ଟ କରାଇବାରେ ଭାରତର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୩୦।୯: ସାରା ଦେଶରେ କରୋନା ଏହାର କାୟା ମେଲାଇ ସାରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ...

ପଶ୍ଚିମବଙ୍ଗ ଦ୍ୱିତୀୟ କଶ୍ମୀର,ଭାଜପା କର୍ମକର୍ତ୍ତା ବାଡ଼ି ଧରି ସତର୍କ ରୁହନ୍ତୁ: ଦିଲ୍ଲୀପ ଘୋଷ

କୋଲକାତା,୨୬।୧୧: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।...

‘ମୁଁ ବଞ୍ଚିଛି..’ ପ୍ଲା କାର୍ଡ ଧରି ଧାରଣାରେ ବୃଦ୍ଧ; ମୃତ ଦେଖାଇ ବୋହୂ ଘର ବିକି ଚମ୍ପଟ

କାନପୁର,୧୩।୫: ଉତ୍ତରପ୍ରଦେଶର କାନପୁରରେ ଜଣେ ୭୦ ବର୍ଷ ବୃଦ୍ଧ ଛାତିରେ ‘ମୁ ବଞ୍ଚିଛି’ ଲେଖି ଧାରଣାରେ ବସିଛନ୍ତି। ସେ ବଞ୍ଚିଥିଲେ ହେଁ ବୋହୂ ତାଙ୍କୁ ମୃତ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୩ ଗିରଫ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ମିଳିତ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ୩ ଆତଙ୍କବାଦୀଙ୍କୁ ପଞ୍ଜାବ-ଜମ୍ମୁ-କଶ୍ମୀର ସୀମା ଲଖନପୁରଠାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪...

ହୋଲି ପୂର୍ବରୁ ହାପୁଡ଼ରେ ଧାରା ୧୪୪ ଲାଗୁ

ହାପୁଡ଼,୨୬।୨: ପର୍ବପର୍ବାଣି ଋତୁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ହାପୁଡ଼ରେ ଧାରା ୧୪୪ ଲାଗୁ କରାଯାଇଛି। ବୁଧବାର ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)...

ମାନହାନି ମାମଲା: ୧୫ ହଜାର ଟଙ୍କାରେ ରାହୁଲଙ୍କୁ ମିଳିଲା ଜାମିନ

ମୁମ୍ବାଇ,୪।୭: ମାନହାନି ମାମଲାରେ ଗୁରୁବାର ମୁମ୍ବାଇର ଏକ କୋର୍ଟରେ ହାଜର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଛି। ୧୫ ହଜାର ଟଙ୍କାର ବେଲ୍‌...

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ

ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ...

Advertisement
Archives

Model This Week