ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌ ମାହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହା ବ୍ୟାସ ୪୦ କିଲୋମିଟର ବୋଲି ଅନୁମାନ କରାଯାଉଛି। ଏହା ଦକ୍ଷିଣ ଗୋଲାର୍ଦ୍ଧର ଟେଲିସ୍କୋପିୟମ୍‌ ତାରାମଣ୍ଡଳର ଅଂଶବିଶେଷ। ଏହାକୁ ଏଚ୍‌ଆର୍‌-୬୮୧୯ ଭାବେ ନାମିତ କରାଯାଇଛି। ଏହା ନିକଟରେ ଅନ୍ୟ କେତେକ ବ୍ଲାକ୍‌ହୋଲ୍‌ ରହିଛି ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ସମ୍ପର୍କରେ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ୍‌ ପତ୍ରିକାରେ ତଥ୍ୟ ପ୍ରକାଶ ପାଇଛି। ଏହାପୂର୍ବରୁ ପୃଥିବୀଠାରୁ ୩୨୦୦ ଆଲୋକ ବର୍ଷ ଦୂରରେ ଥିବା ବ୍ଳାକ୍‌ହୋଲ୍‌ର ସନ୍ଧାନ ମିଳିଥିଲା ବୋଲି ୟୁରୋପିଆନ୍‌ ମହାକାଶ ବିଜ୍ଞାନୀ ଡାଇଟ୍ରିକ୍‌ ବାଡେ କହିଛନ୍ତି। ସୂଚନାଯୋଗ୍ୟ ଆମ ସୌରମଣ୍ଡଳ ରହିଥିବା ଆକାଶଗଙ୍ଗାରେ ପ୍ରାୟ ୧୦୦ ନିୟୁତ ବ୍ଲାକ୍‌ହୋଲ୍‌ ରହିଥିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଙ୍ଗୁଇନ୍‌ ଗଲା ଥାନାକୁ

ଓ୍ବେଲିଙ୍ଗ୍‌ଟନ,୧୯।୭: ନ୍ୟଜିଲାଣ୍ଡର ଓ୍ବେଲିଙ୍ଗଟନ୍‌ରେ ଏକ ଜାପାନୀ ମିଠାଇ ଦୋକାନରେ ଦୁଇଟି ପେଙ୍ଗୁଇନ ବାରମ୍ବାର ପଶି ଦେକାନୀଙ୍କୁ ସମସ୍ୟାରେ ପକାଉଥିଲେ। ସେମାନଙ୍କୁ ଦୋକାନରୁ ବାହାର କଲା ପରେ...

ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର...

ଯୁଦ୍ଧ ଭାଙ୍ଗି ପାରିନି ୟୁକ୍ରେନବାସୀଙ୍କ ମନୋବଳ

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୭ ଦିନ ପୂରଣ କରି ସାରିଛି । ଏହାରି ଭିତରେ ୟୁକ୍ରେନର ସ୍ଥିତି ଅତି ଭୟଙ୍କର ହୋଇଯାଇଛି...

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ଏଠାରେ ଗୋଟିଏ ପାଣି ବୋତଲର ଦାମ୍‌ ରହିଛି…

କଥାରେ ଅଛି ଦୁନିଆରେ ସବୁ ଜିନିଷ ମିଳିଥାଏ, କେବଳ ବଜାରର ଆବଶ୍ୟକତା ରହିଛି। ସେମିତି କିଛି ଏବେ ଦେଖିବାକୁ ମିଳିଛି। ପ୍ରକୃତି ସମସ୍ତଙ୍କୁ ମାଗଣାରେ ଦଉଥିବା...

ଶିଡ଼ିରୁ ଏପରି ଓହ୍ଲାଉଛି କୁନି ପିଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମହିଳା ନୁହେଁ, ପୁରୁଷଙ୍କ ପାଇଁ ତିଆରି ହୋଇଥିଲା ହାଇ ହିଲ୍‌ ଜୋତା: ପଛରେ ରହିଛି ରୋଚକ କାହାଣୀ

ମହିଳାମାନେ ହାଇ ହିଲ୍‌ ଜୋତା ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଉଚ୍ଚ ହିଲ ମହିଳାମାନଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ...

ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନ୍‌ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ...

Advertisement
Archives

Model This Week