Posted inଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍‌ ଗୌରଙ୍କ ପରଲୋକ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବାବୁଲାଲ୍‌ ଗୌରଙ୍କର ବୁଧବାର ପରଲୋକ ହୋଇଛି। ଭୋପାଳସ୍ଥିତ ନର୍ମଦା ହସ୍ପିଟାଲରେ ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର କିଡ୍‌ନୀ କାମ କରୁ ନ ଥିବାରୁ ରକ୍ତ ଚାପ କ୍ରମାଗତ କମିବାରେ ଲାଗିଥିଲା। ତେଣୁ ଗତ ୧୪ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ୧୯୩୦ ଜୁନ୍‌ ୨ରେ ସେ ପ୍ରତାପଗଡ଼ରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ ଅଗଷ୍ଟ ୨୩ରୁ ୨୦୦୫ ନଭେମ୍ବର ୨୯ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ...

ଗର୍ଲଫ୍ରେଣ୍ଡଙ୍କ ସହ କଥା ହେବାକୁ ବାପା ମନା କରିବାରୁ ପୁଅ ନେଲେ ଏମିତି ନିଷ୍ପତ୍ତି

କାନପୁର,୬।୭: ଉତ୍ତରପ୍ରଦେଶର ଅରୈୟାଠାରେ ଜଣେ ପୁଅ ନିଜ ବାପାଙ୍କୁ ର୍ନିଦ୍ଦୟ ଭାବରେ ହତ୍ୟା କରିଛନ୍ତି। ବାପାଙ୍କ ଏକମାତ୍ର ଦୋଷ ଥିଲା ଯେ, ସେ ତାଙ୍କ ପୁଅର...

ପେଗାସସ୍‌ କିଣିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୩୦।୧: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ବାବଦରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଛି ଆମେରିକାର ଖବରକାଗଜ...

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ...

ଉଦୟପୁରରେ ବୁରାରୀ ଘଟଣାର ପୁନରାବୃତ୍ତି: ଘରୁ ମିଳିଲା ସ୍ବାମୀ-ସ୍ତ୍ରୀଙ୍କ ସମେତ ୪ପିଲାଙ୍କ ମୃତଦେହ

ଉଦୟପୁର,୨୧।୧୧: ରାଜସ୍ଥାନର ଉଦୟପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଘରୁ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।...

ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି

ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ବୋଲି କିଛି ନାହିଁ। ତାଲିବାନ ଆତଙ୍କବାଦୀମାନେ ମହିଳାଙ୍କୁ ଘରୁ ଉଠାଇ ନେଉଛନ୍ତି ନ ହେଲେ ଗୁଳି କରୁ ହତ୍ୟା...

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ...

‘ଦେଶରେ ଚାଲିଛି ଏକଛତ୍ରବାଦ ଶାସନ’

ନୂଆଦିଲ୍ଲୀ,୫।୮: ସାରା ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସ ନେତାମାନେ ଦିଲ୍ଲୀ ସମେତ ସାରା ଦେଶରେ ବିରୋଧ କରୁଛନ୍ତି। ରାଷ୍ଟ୍ରପତି...

Advertisement
Archives

Model This Week