Posted inଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ରାଞ୍ଚି,୧୫।୧୧: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ଏକ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ନିର୍ବାଚନ କମିଶନଙ୍କ ଅଯୋଗ୍ୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋଡା ସୁପ୍ରିକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟର ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୋଡାଙ୍କୁ ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା...

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ...

ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍‌

ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍‌ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଏହା ପୁଣି...

୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି...

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ: ୪.୫୨କୋଟି ଟଙ୍କା ଜବତ

ବେଙ୍ଗାଲୁର,୧୧।୧୦: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ଦିନରେ ବି ଚଢ଼ାଉ ଜାରି ରଖିଛି। ଗୁରୁବାର ସକାଳୁ...

ଓ୍ବେବ ସିରିଜ୍‌ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍‌ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି...

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି...

ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାରଙ୍କ ଜୀବନ ଯାଇଛି, ଏନ୍‌ସିଆର୍‌ବି ରିପୋର୍ଟ..

ନୂଆଦିଲ୍ଲୀ,୩୧।୧୦: ଦେଶରେ ଗତ ୨୦୨୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାର ଲୋକଙ୍କ ଜୀବନ ଯାଇଛି। ସାରା ଦେଶରେ ଗତ ବର୍ଷ ୧୩ ହଜାରରୁ ଅଧିକ...

Advertisement
Archives

Model This Week