Posted inଜାତୀୟ

ପୂର୍ବତନ ଆଇଏଫ୍‌ଏସ୍‌ ଅଫିସରଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୨ା୬: ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭସ୍ଥିତ ଘରେ ରହୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଫିସରଙ୍କ ଘରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ବି.ଆର୍‌. ଚାଓ୍ବଲାଙ୍କ ସ୍ତ୍ରୀ କାନ୍ତା ଚାଓ୍ବଲାଙ୍କର ମୃତ୍ୟୁ ଘଟିଛି। ଉକ୍ତ ବିଲ୍ଡିଂରେ ନିକଟରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଓ ତାଙ୍କର ୨/୩ ଜଣ ସହଯୋଗୀ ଡକାୟତି କରିବା ଉଦ୍ଦେଶ୍ୟରେ ଚାଓ୍ବଲାଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି। କାନ୍ତା ପ୍ରତିରୋଧ କରିବାରୁ ତାଙ୍କୁ ଛୁରିଭୁସି ସେମାନେ ଘରୁ ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଭୂତପ୍ରେତ ନେଇ ଗୁଜବ, ତାନ୍ତ୍ରିକଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ…

ଲକ୍ଷ୍ନୌ,୨୨।୧୨ : ଉତ୍ତରପ୍ରଦେଶ ମହୋବାର ପାନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ୧୫ ଜଣ ଛାତ୍ରୀଛାତ୍ର୍ର ଅଚେତ ହେବା ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଅଭିଭାବକମାନେ...

ଭାଜପା ପାଇଁ ଅଶୁଭ ଅଗଷ୍ଟ

ନୂଆଦିଲ୍ଲୀ,୨୪।୮: ଅଗଷ୍ଟ ମାସ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଅଶୁଭ ବୋଲି ଆଲୋଚନା ହେଉଛି। କାରଣ ଅଗଷ୍ଟ ମାସରେ ହିଁ ଭାଜପା ତା’ର କେତେଜଣ ବରିଷ୍ଠ...

ଏସ୍‌ପିଓଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର,୧୩।୫:ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଘଟଣା ବଢିବାରେ ଲାଗିଛି। ଗତକାଲି କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଆତଙ୍କବାଦୀମାନେ ଶୁକ୍ରବାର ପୋଲିସ କନଷ୍ଟେବଳ ରିୟାଜ ଅହମ୍ମଦ...

ଏନଡିଏ-ନୋ ଡାଟା ଏଭଲେବୁଲ, ରାହୁଲଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୩।୭ : କଂଗ୍ରେସ ପକ୍ଷରୁ ଭାଜପା ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଏହି ମର୍ମରେ ପୂର୍ବତନ ରାହୁଲ ଗାନ୍ଧୀ ଶନିବାର...

ମୋଦି-ମମତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଏହି ଅଭିନେତା

କୋଲକାତା,୭।୧୦: ଜଣାଶୁଣା ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି। ସେହି...

ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ ଅବଧି ବର୍ଷେ ବଢ଼ିଲା

ନୂଆଦିଲ୍ଳୀ, ୨୪ା୩: ଭୋଟର ପରିଚୟ ପତ୍ର ସହିତ ଆଧାର ଲିଙ୍କ୍‌ ସମୟ ସୀମାକୁ କେନ୍ଦ୍ର ସରକାର ଚଳିତବର୍ଷ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ ଆରମ୍ଭ: ଆସିଲେନି ରାହୁଲ, ମାୟା, ମମତା

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ସଂସଦ ଭବନର ଲାଇବ୍ରେରୀରେ ଆରମ୍ଭ ହୋଇଛି।...

ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…

ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍‌ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ...

Advertisement
Archives

Model This Week