Posted inଖେଳ

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ସେହଓ୍ବାଗ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ ଏକ ମହତ କାମ ପାଇଁ ହାତ ବଢାଇଛନ୍ତି। ସେ ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ବୋଲି ଘୋଷଣା କରିଛନ୍ତି। ସେହଓ୍ବାଗ ଇଣ୍ଟରନ୍ୟାଶନାଲ୍‌ ସ୍କୁଲରେ ଅର୍ପିତ ସିଂ ଏବଂ ରାହୁଲ ସୋରେଙ୍ଗେ ନାମକ ଦୁଇଜଣ ପିଲା ପଢୁଛନ୍ତି। ଏହି ଦୁଇଜଣଙ୍କ ପିତା ଫେବୃଆରୀ ୧୪ରେ ପୁଲଓ୍ବାମା ଆକ୍ରମଣରେ ଶହୀଦ୍‌ ହୋଇଥିଲେ। ଏହାପରେ ସେହଓ୍ବାଗ ଅର୍ପିତ ଏବଂ ରାହୁଲଙ୍କୁ ନିଜ ଏକାଡେମୀରେ ମାଗଣା କୋଚିଂ ଦେବେ ବୋଲି ଟୁଇଟରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେକୁ ଜବରଦସ୍ତ ଫିନିଶିଂ ଦେଲେ ରୁତୁରାଜ

ଦୁବାଇ,୧୯।୯: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆଗରେ ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା...

ବିନା ଡିଆର୍‌ଏସ୍‌ରେ ଖେଳାଯାଉଛି ବିପିଏଲ୍‌

ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)ରେ ଖେଳାଯାଉଛି। ଲିଗ୍‌ରେ...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ…

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର...

ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୩।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ଏହା ହେଉଛି ଦୁଇ ମ୍ୟାଚ ବିଶିଷ୍ଟ...

ଭାରତ ଆଗରେ ‘କର ବା ମର ସ୍ଥିତି’, ସିରିଜ ଜିତିବା ଲକ୍ଷ୍ୟରେ…

ଅହମ୍ମଦାବାଦ,୧୭।୩: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତୀୟ କ୍ରିକେଟ ଟିମ୍‌ ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ। ଏଣୁ ଏବେ ମ୍ୟାଚ୍‌ର ସ୍ଥିତି ୨-୧ରେ ରହିଛି। ଗୁରୁବାର...

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ...

ଶ୍ରୀଲଙ୍କାକୁ ବଡ଼ ଝଟ୍‌କା: ୪ ଖେଳାଳିଙ୍କୁ କରୋନା

ଗାଲେ,୭ା୭: ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଗାଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ୪ଜଣ ଖେଳାଳି...

କରୋନା ସହାୟତା: ୧ ଲକ୍ଷ ଟଙ୍କା ଦେଲେ ମନୁ ଭାକର

ନୂଆଦିଲ୍ଲୀ,୩୦।୩(ପି.ଟି.): ଶୁଟିଂ ସେନସେଶନ ମନୁ ଭାକର କାରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ହରିୟାଣା ସରକାରଙ୍କୁ ଏହି ଅର୍ଥ...

Advertisement
Archives

Model This Week