ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୫: ଗୁରୁବାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ରେଳ ମନ୍ତ୍ରଣାଳୟ ପୀୟୂଷ ଗୋୟଲଙ୍କ ନିକଟରେ ରହିଥିବା ବେଳେ ଚଳିତ ଥର ମଧ୍ୟ ସେ ରେଳ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିବେ। ତାଙ୍କର ଦାୟିତ୍ୱ ପରିବର୍ତ୍ତନ ହୋଇନାହିଁ। ରେଳ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଯାତ୍ରୀ ନିରାପତ୍ତା ଅଣଭଡା ରାଜସ୍ବ, ଟ୍ରାକ୍‌ ଉନ୍ନତିକରଣ, ଆଧୁନିକୀକରଣ, ଷ୍ଟେଟ୍‌ ଅଫ୍‌ ଆର୍ଟ କୋଚ୍‌ ନିର୍ମାଣ ନିର୍ମାଣ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ସେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ପାଳିରେ ଗୋୟଲଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ପଠାଇବା ହେଲା ଶସ୍ତା

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗ୍ରାହକଙ୍କୁ ଆଶ୍ୱସ୍ତ କରି ରିୟଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସମୟକୁ ସନ୍ଧ୍ୟା ୬ଟା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଅପରାହ୍ନ...

ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ...

ଏମ୍‌ଏସ୍‌ଏମ୍‌ଙ୍କ ଯୋଗଦାନ ୨ ଟ୍ରିଲିୟନ ଡଲାର ବୃଦ୍ଧି ଲକ୍ଷ୍ୟ

ନୂଆଦିଲ୍ଲୀ,୨୫-୧୨: ଆଗାମୀ ୨୦୨୪ ସୁଦ୍ଧା ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଲକ୍ଷ କୋଟି ଡଲାର କରିବାକୁ ସରକାର ଯୋଜନା ରଖିଛନ୍ତି। ଏହି ସମୟ ମଧ୍ୟରେ ଦେଶର...

ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର

ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା...

କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ

ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ...

ବାଣିଜ୍ୟ ନିଅଣ୍ଟ ୬ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୬-୬: ଦେଶର ରପ୍ତାନି ମେ’ରେ ୩.୯୩ ପ୍ରତିଶତ ବଢ଼ି ୩୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ...

ପିସିଏରୁ ବାହାରିବେ ୪ ବ୍ୟାଙ୍କ

ନୂଆଦିଲ୍ଲୀ, ୩-୯: ଆର୍‌ବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନ ପରିସରରୁ ଅବଶିଷ୍ଟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିବେ। ସରକାର ବ୍ୟାଙ୍କଗୁଡିକୁ ସଦ୍ୟତମ ପୁଞ୍ଜି ପ୍ରଦାନ...

ଅର୍ଚ୍ଚନାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୫।୫: ଗୁଗଲ ପକ୍ଷରୁ ଅର୍ଚ୍ଚନା ଗୁଲାଟିଙ୍କୁ କମ୍ପାନୀ ପାଇଁ ଦେଶର ନୂତନ ପବ୍ଲିକ୍‌ ପଲିସି ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଗୁଲାଟୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Advertisement
Archives

Model This Week