ପିଜିଏଲ୍‌ ହୋଣ୍ଡାରେ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ଡେଲିଭରି

ଭୁବନେଶ୍ୱର,୧।୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ନୂଆ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ସ୍ଥାନୀୟ ପିଜିଏଲ୍‌ ହୋଣ୍ଡାଠାରେ ଡେଲିଭରି ପ୍ରଦାନ କରାଯାଇଛି। ଯାନଟିର ଏକ୍ସଶୋ’ରୁମ ବଜାର ଦର ୭.୭୦ ଲକ୍ଷ ଟଙ୍କା ରହିଛି। ରାଜ୍ୟର ଏକମାତ୍ର ଶୋ’ରୁମ ଭାବେ ଏହା ପିଜିଏଲ ହୋଣ୍ଡାରେ ଉପଲବ୍ଧ। ଶୋ’ରୁମରେ ଏହି ମଡେଲକୁ ଭଦ୍ରକର ତାପସ କୁମାର ରାଣା ଏବଂ ରାଉରକେଲାର ସୌମ୍ୟ ରଞ୍ଜନ ଦାସଙ୍କୁ ଡେଲିଭରି ଦିଆଯାଇଛି। କାର୍ଯ୍ୟକ୍ରମ ଅବସରରେ ପିଜିଏଲ୍‌ ହୋଣ୍ଡାର ଏମ୍‌ଡି କମଲ କୁମାର ଅଗ୍ରଓ୍ବାଲ, କମ୍ପାନୀର ସର୍ଭିସ ଏରିଆ ମ୍ୟାନେଜର ବିକାଶ ଗୁପ୍ତା, ସିଆର୍‌ଏମ୍‌ ମ୍ୟାନେଜର ସୋମେନ ସନ୍‌, ହୋଣ୍ଡା ଏରିଆ ମ୍ୟାନେଜର ରଜନୀଶ ଜଶଓ୍ବାଲ, ପିଜିଏଲ ହୋଣ୍ଡା ଜିଏମ୍‌ କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋର ଘୋଷଣା: ୧୦ ମିନିଟ୍‌ରେ ପହଞ୍ଚିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୩: ଅନଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ‘ଜୋମାଟୋ’ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବର୍ତ୍ତମାନ ଏହା ମାତ୍ର ୧୦ ମିନିଟରେ ଲୋକଙ୍କୁ ଖାଦ୍ୟ...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି।...

ଅପରିବର୍ତ୍ତିତ ରହିପାରେ ମୁଦ୍ରାନୀତି

ମୁମ୍ବାଇ, ୬।୧୨(ପି.ଟି.)  କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱ ଏବେ ଭୟାବହତା ଦେଇ ଗତି କରୁଛି। ଏପରି କି ଆମ ଦେଶର ବିଭିନ୍ନ ରାଜ୍ୟରେ...

ରିଲାଏନ୍ସ ଫ୍ୟୁଚର ଡିଲ୍‌କୁ ସିସିଆଇ ମଞ୍ଜୁରୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ଡିଲ୍‌କୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିବିଆଇ) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି...

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ...

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା...

Advertisement
Archives

Model This Week