ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ଦେଲା ୧ କୋଟି

ଭୁବନେଶ୍ୱର,୨୧।୪: ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି ଅର୍ଥ ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଉତ୍ପାଦନ ୩ ଗୁଣ ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ଦେଶରେ ଚିନି ଉତ୍ପାଦନ ବେଶ୍‌ ଉନ୍ନତ ରହିଛି। ୧୫ ନଭେମ୍ବର ସୁଦ୍ଧା ସାରା ଦେଶରେ ୧୪ ଲକ୍ଷ ଟନ୍‌ ଚିନି...

କ୍ଷୁଦ୍ର ଡିଜିଟାଲ ନେଣଦେଣ ପାଇଁ ଆର୍‌ବିଆଇର ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ,୨୫-୧୨: କ୍ଷୁଦ୍ର ଡିଜିଟାଲ ନେଣଦେଣ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ସାମଗ୍ରୀ ଓ ସେବା କ୍ରୟ ଲାଗି ନୂଆ ସେମି...

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା

ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍‌ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍‌ ଗୁରୁବାର ସେନ୍‌ସେକ୍ସ ୭୬୨.୧୦ ପଏଣ୍ଟ...

ଭି-ମାର୍ଟର ଗଣେଶ ଚତୁର୍ଥୀ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଫ୍ୟାସନ ଓମିନି ରିଟେଲ କମ୍ପାନୀ ଭି-ମାର୍ଟ ପକ୍ଷରୁ ଚଳିତ ବର୍ଷର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି।...

ପାୱାରଗ୍ରୀଡ୍‌କୁ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯।୨: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ମହାରତ୍ନ ସିପିଏସ୍‌ୟୁ ସଂସ୍ଥା ପାୱାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌କୁ ଆଉ ଏକ...

ଚାଇନାକୁ ୪୦ ହଜାର କୋଟିର ଝଟକା ଦେବେ ବ୍ୟବସାୟୀ

ନୂଆଦିଲ୍ଲୀ :ପାର୍ବଣଋତୁରେ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେବା ଲାଗି ଦେଶର ବ୍ୟବସାୟୀମାନେ ପ୍ରକ୍ରିୟା ଜାରି କରିଛନ୍ତି। ଚାଇନାରୁ ଏହି ସମୟରେ ଆମଦାନୀ...

ଟାଟା ଷ୍ଟିଲ୍‌ ମାଇନିଂର ଇ-ସେଲ୍ସ ପୋର୍ଟାଲ ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୧: ଟାଟା ଷ୍ଟିଲ୍‌ ମାଇନିଂ କମ୍ପାନୀ ପକ୍ଷରୁ ଫେରୋ ଆଲଏଜ ଏବଂ ଖଣିଜ ସମ୍ପଦ ଅନ୍‌ଲାଇନରେ ବିକ୍ରୟ ପାଇଁ ଇ-ସେଲ୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି।...

Advertisement
Archives

Model This Week