ପାନାସୋନିକର ଡ୍ରିମ୍‌ ମୋର ସେଲିବ୍ରେଟ ମୋର୍‌

ଭୁବନେଶ୍ୱର,୬-୧୦: ପାର୍ବଣ ଉପଲକ୍ଷେ ପାନାସୋନିକ ପକ୍ଷରୁ ଡ୍ରିମ ମୋର ସେଲିବ୍ରେଟ ମୋର ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ପାନାସୋନିକ ପ୍ରଡକ୍ଟ କ୍ରୟରେ ଆବର୍ଷଣୀୟ ଅଫର ଲାଭ କରିପାରିବେ। ଗ୍ରାହକ ସୁଲଭରେ କଞ୍ଜ୍ୟୁମର ଡ୍ୟୁରେବୁଲ୍ସ ଘରକୁ ନେଇ ପାରିବେ ବୋଲି ପାନାସୋନିକ ପକ୍ଷରୁ ସୂଚନା ରହିଛି। ଏହି ଅଫରର ସୁବିଧା ନେଇ ଭାଗ୍ୟଶାଳୀ ବିଜେତା ଜାପାନରେ ହେବାକୁ ଥିବା ଅଲିମ୍ପିକ କ୍ରୀଡା ଦେଖିବାର ସୁବିଧା ପାଇବେ। କମ୍ପାନୀର ବଚ୍ଛାବଚ୍ଛା ପ୍ରଡକ୍ଟ କ୍ରୟରେ ଏହି ସୁବିଧା ଗ୍ରାହକ ଲାଭ କରିପାରିବେ। ଏଥିଲାଗି କମ୍ପାନୀ ପକ୍ଷରୁ ଏକ ପ୍ରମୋଶନାଲ ଅଫର ଆରମ୍ଭ କରାଯାଇଛି। ଟିଭି, ଫ୍ରିଜ, ଓ୍ବାଶିଂମେଶିନ, ଏସି, ମାଇକ୍ରୋଓ୍ବେଭ, ଲ୍ୟୁମିକ୍ସ କ୍ୟାମେରା, ବିୟୁଟି ପ୍ରଡକ୍ଟ, ସ୍ମଲ ଆପ୍ଳାଏନ୍ସ ଭଳି ଆଉ କିଛି ପ୍ରଡକ୍ଟ ବର୍ଗରେ ଗ୍ରାହକଙ୍କୁ ଅଫର ଉପଲବ୍ଧ ହେଉଛି। ବଚ୍ଛାବଚ୍ଛା ପ୍ରଡକ୍ଟରେ କମ୍ପ୍ଲିମେଣ୍ଟାରୀ ଓ୍ବାରେଣ୍ଟି, କ୍ୟାଶବ୍ୟାକ ଏବଂ ଗ୍ରାହକଙ୍କୁ ସୁବିଧା ହେଲା ଭଳି ଫାଇନାନ୍ସ ସୁବିଧା ରହିଛି। ଏହି ଅଫର ଚଳିତ ମାସ ୩୧ ଯାଏ ରହିଛି। ଏହାବାଦ ୧୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ ସୁବିଧା କରାଯାଇଛି। ଏହି ଅଫର ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ ବୋଲି ପାନାସୋନିକ ଇଣ୍ଡିଆର ସଭାପତି ତଥା ସିଇଓ ମନିଷ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା...

୬ରୁ ଭାରତ-ବ୍ରିଟେନ ବିମାନ ସେବା

ନୂଆଦିଲ୍ଲୀ,୪।୧: ଚଳିତ ମାସ ୬ ତାରିଖରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ସେବା ପୁଣିଥରେ ଶୁଭାରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ...

ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍‌ଡି

ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍‌ରେ କାମ...

ଟିପିସିଓଡିଏଲ୍‌ର ସ୍ବତନ୍ତ୍ର ସ୍କିମ୍‌

ଭୁବନେଶ୍ୱର,୨୭।୨: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ବିଦ୍ୟୁତ୍‌ ଚୋରି ଅଭିଯୋଗରେ...

ସାମଗ୍ରୀ ଦର ବଢ଼ାଇବ ବ୍ରିଟାନିଆ

କୋଲକାତା,୨୩-୮: ଏଫ୍‌ଏମ୍‌ସିଜି କମ୍ପାନୀ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ ବିକ୍ରି ହ୍ରାସ ପାଉଥିବାରୁ ଅଧିକ କ୍ଷତିରୁ ମୁକ୍ତି ପାଇବା ଲାଗି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରୁ ନିଜର...

ଆଇସିଏଓ-ଆଇଏସଏ ଚୁକ୍ତି…

ନୂଆଦିଲ୍ଲୀ, ୨୭।୯ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଏବଂ ଅନ୍ତର୍ଜାତୀୟ ସୌର ଆଲାଇନ୍ସ (ଆଇଏସଏ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ...

ଭାରତୀୟ ଛାତ୍ରୀଛାତ୍ରଙ୍କୁ ଫାଇଦା; ବ୍ରିଟେନରେ ପଢ଼ିବା ପରେ ମିଳିବ ଓ୍ବାର୍କ ଭିଜା

ନୂଆଦିଲ୍ଲୀ,୧୨-୯: ବ୍ରିଟେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ମୁଣ୍ଡବ୍ୟଥା କମାଇ ଦେଇଛି ସେଠା ସରକାର। ଏଣିକି ବ୍ରିଟେନରେ ଅଧ୍ୟୟନରତ ବିଦେଶୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ିବା ପରେ ୨ ବର୍ଷ...

ପିଏମ୍‌ଜିକେପିରେ ୩୪,୮୦୦ କୋଟିର ସହାୟତା

ମୁମ୍ବାଇ,୭।୫: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମ୍‌ଜିକେପି) ବାବଦକୁ ସରକାର ୩୪,୮୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ପ୍ରାୟ ୩୯ କୋଟି ହିତାଧିକାରୀଙ୍କୁ ଡିଜିଟାଲ...

Advertisement
Archives

Model This Week